Public App Logo
Jansamasya
News
Maharashtra
Bjp
National
Police
Bihar
India
रेलवे
Coronavirus
कांग्रेस
बीजेपी
Congress
Modi
Delhi
Viral
Dm
Rajasthan
मध्यप्रदेश
Bollywood
Patna
Breakingnews
Madhya_pradesh
उत्तरप्रदेश
Pmmodi
Rahulgandhi
Uttarpradesh
Haryana
Uttarakhand
जिलाधिकारी

ଘସିପୁରା: ଆନନ୍ଦପୁର ପୌରପାଳିକା ଅଛିଫକିରପୁର ଠାରେ ରାଧାକୃଷ୍ଣଙ୍କ ପୂଜାମଣ୍ଡପରେ ଯୋଗଦେଲେ ବିଧାୟକ

Ghasipura, Kendujhar | Nov 4, 2025
ଆନନ୍ଦପୁର ପୌରପରିଷଦର ଫକିରପୁରଠାରେ ରାଧାକୃଷ୍ଣଙ୍କ ପୂଜାମଣ୍ଡପରେ ଯୋଗଦେଇ ଠାକୁରଙ୍କ ଆଶିଷ ଭିକ୍ଷା କଲେ ଘସିପୁରାର ଲୋକପ୍ରିୟ ବିଧାୟକ ଶ୍ରୀଯୁକ୍ତ ବଦ୍ରୀ ନାରାୟଣ ପାତ୍ର, ଆନନ୍ଦପୁରର ପୂର୍ବତନ ବିଧାୟକ ଶ୍ରୀ ଭାଗିରଥି ସେଠି , ଘସିପୁରା ବ୍ଲକ ଉପାଧ୍ୟକ୍ଷ ଶ୍ରୀ ପଞ୍ଚାନନ ବେହେରା, ଆନନ୍ଦପୁର ସାତ ନମ୍ବର ଓ୍ବାର୍ଡର କାଉନସିଲର ଶ୍ରୀ କୃଷ୍ଣଚନ୍ଦ୍ର ରଣା ଅନ୍ୟାନ୍ୟ ନେତୃମଣ୍ଡଳୀ ଯୋଗଦେଇଥିଲେ।

MORE NEWS