କେନ୍ଦ୍ରାପଡା: ମାର୍ଶାଘାଇରେ ଶିକ୍ଷକ ହୃଷୀକେଶ ଲେଙ୍କାଙ୍କ ଦ୍ୱାଦଶାହରେ ଯୋଗଦେଲେ ଅତନୁ ସବ୍ୟସାଚୀ ନାୟକ
ମାର୍ଶାଘାଇ ବ୍ଲକ ମଣୀକୁଣ୍ଡା ପଞ୍ଚାୟତ ରାମୀଆଗଞ୍ଜ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ସ୍ୱର୍ଗତ ହୃଷୀକେଶ ଲେଙ୍କାଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ।