ଝାରସୁଗୁଡା: ଆଜି ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଆଜି ଦିନ ୧୨ ଟା ସମୟରେ ଝାରସୁଗୁଡ଼ା ପୁରୁଣା ବସ ଷ୍ଟାଣ୍ଡ ନିକଟ
ଆଜି ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଆଜି ଦିନ ୧୨ ଟା ସମୟରେ ଝାରସୁଗୁଡ଼ା ପୁରୁଣା ବସ ଷ୍ଟାଣ୍ଡ ନିକଟରେ ସୁରକ୍ଷା ନିୟମ ପାଳନ କରିବାକୁ ଗାଡ଼ି ଚାଳକ ମାନଙ୍କୁ ସତର୍କ କରାଇଲେ କଂଶ ମହାରାଜ