Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
रेलवे
Coronavirus
कांग्रेस
बीजेपी
Congress
Modi
Delhi
Viral
Dm
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
Uttarpradesh
Haryana

ଯାଜପୁର: ଯାଜପୁର ଟାଉନ ସ୍ଥିତ କାର୍ଯ୍ୟାଳୟରେ ବିଜେପି ପକ୍ଷରୁ ଯାଜପୁର ଗ୍ରାମୀଣ ମଣ୍ଡଳ ପଦାଧିକାରୀ ବୈଠକ ଅନୁଷ୍ଠିତ

Jajapur, Jajpur | Jun 8, 2026

MORE NEWS

#ମୋବମୋବାଇଲ୍_ଲୁଟେରା_ଗିରଫ_ବାଇକ୍_ସହ_୧୨_ମୋବାଇଲ୍_ଜବତ୍_ଦୁଇ_ଗିରଫ
 ବଡ଼ଚଣା ଥାନାରେ ୨୫୪/୨୬ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ତଦନ୍ତ କାରୀ ଅଧିକାରୀ ସୁବ୍ରତ ପ୍ରଧାନ ସୁଚନା ଦେଇଛନ୍ତି । ଏମାନେ ସାଧାରଣତଃ ବଡଚଣା, ଚଣ୍ଡିଖୋଲ, ଛତିଆ , କଟକ ଅଞ୍ଚଳରେ ହାଇୱେରେ ଯାଇ ଆମ କରୁଥିବା ଯାତ୍ରୀ ମାନଙ୍କ ଉପରେ ଲୁଟ୍ କରି ବିଭିନ୍ନ ପାହାଡ଼ ବଣ ଜଙ୍ଗଲ ମଧ୍ୟରେ ଦେଇ ଖସିଯିବାକୁ ପ୍ରୟାସ କରିଥାନ୍ତି । 
#MobileSnatching
#MobileThept
#MobileLoot 
#RubberyGang 
#MobileSnatchingNews
#SpJajpur
#BadachanaPolice 
#BadachanaPS 
#BadachanaIIC 
#OdishaNews
#AsmitaKhabarOdia
#AsmitaKhabar

#ମୋବମୋବାଇଲ୍_ଲୁଟେରା_ଗିରଫ_ବାଇକ୍_ସହ_୧୨_ମୋବାଇଲ୍_ଜବତ୍_ଦୁଇ_ଗିରଫ ବଡ଼ଚଣା ଥାନାରେ ୨୫୪/୨୬ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ତଦନ୍ତ କାରୀ ଅଧିକାରୀ ସୁବ୍ରତ ପ୍ରଧାନ ସୁଚନା ଦେଇଛନ୍ତି । ଏମାନେ ସାଧାରଣତଃ ବଡଚଣା, ଚଣ୍ଡିଖୋଲ, ଛତିଆ , କଟକ ଅଞ୍ଚଳରେ ହାଇୱେରେ ଯାଇ ଆମ କରୁଥିବା ଯାତ୍ରୀ ମାନଙ୍କ ଉପରେ ଲୁଟ୍ କରି ବିଭିନ୍ନ ପାହାଡ଼ ବଣ ଜଙ୍ଗଲ ମଧ୍ୟରେ ଦେଇ ଖସିଯିବାକୁ ପ୍ରୟାସ କରିଥାନ୍ତି । #MobileSnatching #MobileThept #MobileLoot #RubberyGang #MobileSnatchingNews #SpJajpur #BadachanaPolice #BadachanaPS #BadachanaIIC #OdishaNews #AsmitaKhabarOdia #AsmitaKhabar

Jajapur, Jajpur | Jul 21, 2026

#ଦୁଇଲକ୍ଷ_ନିଅ_ରଫା_ଦଫା_କର 
ପବିତ୍ର ସାରଙ୍କ ମାହାଲ ମଣ୍ଡା ଫଣ୍ଡା, ବେଶୀ ହେଲେ ଦୁଇ ପୁଅକୁ ମାରିଦେବି କହି ଦେଉଥିଲେ ଧମକ, ଜୀବନ ହାରିବାକୁ ପଦକ୍ଷେପ ନେଲେ ବିଏସ କଲେଜ ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ମୁଦୁଲି। ଏତେ ସବୁ ପରେ ବି ଗିରଫ କରୁନି ପୋଲିସ,କଲେଜ ବଦନାମ ଭୟରେ ମୁହଁ ଖୋଲୁନାହାନ୍ତି କର୍ମଚାରୀ।
#BreakingNews 
#BSCollage
#BishnuSamantarayCollge
#BSCollegeExPrincipal 
#PabitraMohanMahala
#SubCollectorJajpur 
#CMOGrivance 
#HigherEducationMinister 
#BadachanaMLA 
#AmaraKumarNayak 
#SurajSurybanshi 
#BadachanaIIC 
#JajpurSP  
#JajpurNews
#Barchana
#Jajpur
#ASMITAKHABAR

#ଦୁଇଲକ୍ଷ_ନିଅ_ରଫା_ଦଫା_କର ପବିତ୍ର ସାରଙ୍କ ମାହାଲ ମଣ୍ଡା ଫଣ୍ଡା, ବେଶୀ ହେଲେ ଦୁଇ ପୁଅକୁ ମାରିଦେବି କହି ଦେଉଥିଲେ ଧମକ, ଜୀବନ ହାରିବାକୁ ପଦକ୍ଷେପ ନେଲେ ବିଏସ କଲେଜ ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ମୁଦୁଲି। ଏତେ ସବୁ ପରେ ବି ଗିରଫ କରୁନି ପୋଲିସ,କଲେଜ ବଦନାମ ଭୟରେ ମୁହଁ ଖୋଲୁନାହାନ୍ତି କର୍ମଚାରୀ। #BreakingNews #BSCollage #BishnuSamantarayCollge #BSCollegeExPrincipal #PabitraMohanMahala #SubCollectorJajpur #CMOGrivance #HigherEducationMinister #BadachanaMLA #AmaraKumarNayak #SurajSurybanshi #BadachanaIIC #JajpurSP #JajpurNews #Barchana #Jajpur #ASMITAKHABAR

Jajapur, Jajpur | Jul 20, 2026

#ବିଶ୍ୱ_ହିନ୍ଦୁ_ପରିଷଦର_ପରିଚୟ_ବର୍ଗ_ଅନୁଷ୍ଠିତ
ଯାଜପୁର ଜିଲ୍ଲାର ଧାନମଣ୍ଡଳ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଏକ ପରିଚୟ ବର୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ବିଶ୍ୱ ହିନ୍ଦୁ ପରିଷଦର ଉଦ୍ଦେଶ୍ୟ, ସଂଗଠନର କାର୍ଯ୍ୟଧାରା ଓ ସମାଜ ସେବାମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଉପସ୍ଥିତ ସଦସ୍ୟ ଓ ଅତିଥିମାନେ ଅବଗତ କରାଯାଇଥିଲା।
ଏହି ଅବସରରେ ବିଭିନ୍ନ ବକ୍ତାମାନେ ହିନ୍ଦୁ ସମାଜର ଏକତା, ସଂସ୍କୃତିର ସୁରକ୍ଷା ଏବଂ ରାଷ୍ଟ୍ର ଗଠନରେ ସମସ୍ତଙ୍କ ସହଭାଗିତାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ସଂଗଠନର ବହୁ କର୍ମକର୍ତ୍ତା, ବରିଷ୍ଠ ନାଗରିକ ଓ ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମର ସମାପନ କରାଯାଇଥିଲା।
#VishvaHinduParishd
#Biswahinduparishad 
#BargaBaithaka
#HinduSangathana
#HinduSamajAkada
#RashtriyaSonguthan
#saraswatisishuvidyamandir
#Dhanamadal
#Chandikhol 
#Barchana
#Jajpur
#ASMITAKHABAR

#ବିଶ୍ୱ_ହିନ୍ଦୁ_ପରିଷଦର_ପରିଚୟ_ବର୍ଗ_ଅନୁଷ୍ଠିତ ଯାଜପୁର ଜିଲ୍ଲାର ଧାନମଣ୍ଡଳ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଏକ ପରିଚୟ ବର୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ବିଶ୍ୱ ହିନ୍ଦୁ ପରିଷଦର ଉଦ୍ଦେଶ୍ୟ, ସଂଗଠନର କାର୍ଯ୍ୟଧାରା ଓ ସମାଜ ସେବାମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଉପସ୍ଥିତ ସଦସ୍ୟ ଓ ଅତିଥିମାନେ ଅବଗତ କରାଯାଇଥିଲା। ଏହି ଅବସରରେ ବିଭିନ୍ନ ବକ୍ତାମାନେ ହିନ୍ଦୁ ସମାଜର ଏକତା, ସଂସ୍କୃତିର ସୁରକ୍ଷା ଏବଂ ରାଷ୍ଟ୍ର ଗଠନରେ ସମସ୍ତଙ୍କ ସହଭାଗିତାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ସଂଗଠନର ବହୁ କର୍ମକର୍ତ୍ତା, ବରିଷ୍ଠ ନାଗରିକ ଓ ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମର ସମାପନ କରାଯାଇଥିଲା। #VishvaHinduParishd #Biswahinduparishad #BargaBaithaka #HinduSangathana #HinduSamajAkada #RashtriyaSonguthan #saraswatisishuvidyamandir #Dhanamadal #Chandikhol #Barchana #Jajpur #ASMITAKHABAR

Jajapur, Jajpur | Jul 19, 2026