ଜୟନ୍ତୀ ପଟ୍ଟନାୟକଙ୍କ 4ର୍ଥ ବାର୍ଷିକ ଶ୍ରାଦ୍ଧ ସଭା ଅନୁଷ୍ଠିତ
ନିଶ୍ଚିନ୍ତକୋଇଲିର ଜୟନ୍ତୀ ବିଦ୍ୟାପୀଠରେ ପୂର୍ବତନ ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କ ଚତୁର୍ଥ ବାର୍ଷିକ ଶ୍ରାଦ୍ଧ ସଭା ଅନୁଷ୍ଠିତ ହୋଇଛି। ଏହି ଅବସରରେ ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କ ଆଦର୍ଶକୁ ମନେ ପକାଇବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ବକ୍ତୃତା ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି।