Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Accident
Congress
Modi
Delhi
Viral
Crime
Up
अमित_शाह
Bollywood
दिल्ली
Breakingnews
Narendramodi
Madhya_pradesh
Mp
Nsui
उत्तरप्रदेश
Pmmodi
Rahulgandhi
यूपी
Uttarpradesh

ଛତ୍ରପୁର: ବ୍ରହ୍ମପୁର ସ୍ଥିତ ଲାଞ୍ଜିପଲ୍ଲୀ ଓ ଇଞ୍ଜିନିୟରିଂ ସ୍କୁଲ ଛକ ଠାରେ ବଜାର ଗୃହ କାମରେ ଲାଗୁନି #Jansamasya

Chhatrapur, Ganjam | Nov 27, 2025
ବିକାଶମୂଳକ କାର୍ଯ୍ୟପାଇଁ ସରକାର ଅନେକ ଗୁଡ଼ିଏ ଯୋଜନା ଆଣୁଛନ୍ତି। ହେଲେ ଯୋଜନା ଗୁଡିକ ଅନେକ ସମୟରେ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ଦେଖିବାକୁ ମିଳିଥାଏ। ବ୍ରହ୍ମପୁର ମହାନଗର ନିଗମ ଓ ବିଡିଏ ତରଫରୁ ଲାଞ୍ଜିପଲ୍ଲୀ ଓ ଇଞ୍ଜିନିୟରିଂ ସ୍କୁଲ ଛକ ଠାରେ ବଜାର ଗୃହ ନିର୍ମାଣ କରାଯାଇଛି।ତେବେ ଏହା କୌଣସି କାମରେ ଲାଗୁନି। ଗୁରୁବାର ପୂର୍ବାହ୍ନରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ଥାନୀୟ ବାସିନ୍ଦା।
ଛତ୍ରପୁର: ବ୍ରହ୍ମପୁର ସ୍ଥିତ ଲାଞ୍ଜିପଲ୍ଲୀ ଓ ଇଞ୍ଜିନିୟରିଂ ସ୍କୁଲ ଛକ ଠାରେ ବଜାର ଗୃହ କାମରେ ଲାଗୁନି #Jansamasya - Chhatrapur News