Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

MORE NEWS

SMS News Bureau Rourkela 

ସୁନାବେଶ ରେ ଝଲସିଲେ ମହାବାହୁ। ଅହିରାବନ୍ଧ ରଥଖଳା ରେ ୨୦ ହଜାର ଭକ୍ତଙ୍କ ସମାଗମ।

ମହାପ୍ରଭୁ ରଥ ଉପରେ ସୁନାବେଶ ଅବସରରେ ମହଣ ମହଣ ସୂନା ରେ ଆଚ୍ଛାଦିତ ହୋଇ ଭକ୍ତ ଙ୍କୁ ଦର୍ଶନ ଦେଇଥାନ୍ତି। ଏହି ଦୃଶ୍ୟ ଅତିବ ଅଲୌକିକ ଓ ମନୋରମ। ଅହିରାବନ୍ଧ ରଥଖଳାରେ ମହାପ୍ରଭୁ ଙ୍କ ସୁନାବେଶ ଦର୍ଶନ ପାଇଁ ପ୍ରାୟ ୨୦ ହଜାର ରୁ ଉର୍ଦ୍ଧ୍ବ ଜନସମାଗମ ହୋଇଥିଲା। ପୋଲିସ ଓ ଶ୍ରୀ ଶ୍ରୀ ଜଗନ୍ନାଥ ବୈଦ୍ୟନାଥ ମହାପ୍ରଭୁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସମସ୍ତ ଆନୁଷଙ୍ଗିକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଏହି ଅବସରରେ ଟ୍ରଷ୍ଟ ପକ୍ଷରୁ ଭଜନ ସମାରୋହ ସହ ଭକ୍ତ ଙ୍କ ମନୋରଞ୍ଜନ ନିମନ୍ତେ ମୀନା ବଜାର ମେଳା ର ଆୟୋଜନ କରାଯାଇଥିଲା। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭକ୍ତ ମାନଙ୍କୁ ବିଭିନ୍ନ ସେବା ପ୍ରଦାନ ହୋଇଥିଲା।

SMS News Bureau Rourkela ସୁନାବେଶ ରେ ଝଲସିଲେ ମହାବାହୁ। ଅହିରାବନ୍ଧ ରଥଖଳା ରେ ୨୦ ହଜାର ଭକ୍ତଙ୍କ ସମାଗମ। ମହାପ୍ରଭୁ ରଥ ଉପରେ ସୁନାବେଶ ଅବସରରେ ମହଣ ମହଣ ସୂନା ରେ ଆଚ୍ଛାଦିତ ହୋଇ ଭକ୍ତ ଙ୍କୁ ଦର୍ଶନ ଦେଇଥାନ୍ତି। ଏହି ଦୃଶ୍ୟ ଅତିବ ଅଲୌକିକ ଓ ମନୋରମ। ଅହିରାବନ୍ଧ ରଥଖଳାରେ ମହାପ୍ରଭୁ ଙ୍କ ସୁନାବେଶ ଦର୍ଶନ ପାଇଁ ପ୍ରାୟ ୨୦ ହଜାର ରୁ ଉର୍ଦ୍ଧ୍ବ ଜନସମାଗମ ହୋଇଥିଲା। ପୋଲିସ ଓ ଶ୍ରୀ ଶ୍ରୀ ଜଗନ୍ନାଥ ବୈଦ୍ୟନାଥ ମହାପ୍ରଭୁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସମସ୍ତ ଆନୁଷଙ୍ଗିକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଏହି ଅବସରରେ ଟ୍ରଷ୍ଟ ପକ୍ଷରୁ ଭଜନ ସମାରୋହ ସହ ଭକ୍ତ ଙ୍କ ମନୋରଞ୍ଜନ ନିମନ୍ତେ ମୀନା ବଜାର ମେଳା ର ଆୟୋଜନ କରାଯାଇଥିଲା। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭକ୍ତ ମାନଙ୍କୁ ବିଭିନ୍ନ ସେବା ପ୍ରଦାନ ହୋଇଥିଲା।

Sundargarh Town, Sundargarh | Jul 26, 2026

Sundargarh Town, Sundargarh | Jul 25, 2026

SMS News Bureau Rourkela 

ରାଉରକେଲା ଇସ୍ପାତ ମାର୍କେଟ ଓ୍ବଲଫେୟାର ଆସୋସିଏସନ୍ ପକ୍ଷରୁ ସଭାପତି ସୁଜିତ୍ କୁମାର ସ୍ବାଇଁ ଙ୍କ ନେତୃତ୍ବରେ ସାଧାରଣ ପରିଷଦର ବୈଠକ ଡକାଯାଇଥିଲା। ମାତ୍ର ବୈଠକ ରେ ସାଧାରଣ ସମ୍ପାଦକ ସନ୍ତୋଷ ସ୍ବାଇଁ ବକ୍ତବ୍ୟ ରଖୁଥିବା ବେଳେ କିଛି ସଦସ୍ୟ ହୋ ହାଲ୍ଲା କରିଥିଲେ। ଫଳରେ କିଛି ସମୟ ପାଇଁ ବୈଠକ ରେ ହୋହଲ୍ଲା ହୋଇଥିଲା।ପରେ ସଭାପତି ତାଙ୍କ ଅଭିଭାଷଣ ରଖିଥିଲେ। ପୁର୍ନବାର ବିଭ୍ରାଟ ହେବାରୁ ସେକ୍ଟର ୧୯ ଥାନା ଅଧିକାରୀ ଘଟଣାସ୍ଥଳକୁ ପହଞ୍ଚି ବୈଠକ କୁ ତ୍ବରାନିତ କରିଥିଲେ।

SMS News Bureau Rourkela ରାଉରକେଲା ଇସ୍ପାତ ମାର୍କେଟ ଓ୍ବଲଫେୟାର ଆସୋସିଏସନ୍ ପକ୍ଷରୁ ସଭାପତି ସୁଜିତ୍ କୁମାର ସ୍ବାଇଁ ଙ୍କ ନେତୃତ୍ବରେ ସାଧାରଣ ପରିଷଦର ବୈଠକ ଡକାଯାଇଥିଲା। ମାତ୍ର ବୈଠକ ରେ ସାଧାରଣ ସମ୍ପାଦକ ସନ୍ତୋଷ ସ୍ବାଇଁ ବକ୍ତବ୍ୟ ରଖୁଥିବା ବେଳେ କିଛି ସଦସ୍ୟ ହୋ ହାଲ୍ଲା କରିଥିଲେ। ଫଳରେ କିଛି ସମୟ ପାଇଁ ବୈଠକ ରେ ହୋହଲ୍ଲା ହୋଇଥିଲା।ପରେ ସଭାପତି ତାଙ୍କ ଅଭିଭାଷଣ ରଖିଥିଲେ। ପୁର୍ନବାର ବିଭ୍ରାଟ ହେବାରୁ ସେକ୍ଟର ୧୯ ଥାନା ଅଧିକାରୀ ଘଟଣାସ୍ଥଳକୁ ପହଞ୍ଚି ବୈଠକ କୁ ତ୍ବରାନିତ କରିଥିଲେ।

Sundargarh Town, Sundargarh | Jul 25, 2026

- Sundargarh Town News