କଟକ ପୌରାଞ୍ଚଳ: ଭୁବନେଶ୍ବରରେ ଦ୍ବିତୀୟ ଜାତୀୟ ସହରାଞ୍ଚଳ ସମ୍ମିଳନୀ: କଟକ ମେୟର ଓ କମିଶନରଙ୍କ ଅଂଶଗ୍ରହଣ
ଭୁବନେଶ୍ବରରେ ଆୟୋଜିତ ଦ୍ବିତୀୟ ଜାତୀୟ ସହରାଞ୍ଚଳ ସମ୍ମିଳନୀରେ କଟକ ମହାନଗର ନିଗମର ମେୟର ଶ୍ରୀ ସୁବାସ ସିଂହ ଓ କମିଶନର କିରଣଦୀପ କୌର ସାହୋତା ଯୋଗ ଦେଇଛନ୍ତି। ଏହି ବୈଠକରେ ମଡେଲ ମ୍ୟୁନିସିପାଲ ଆଇନ ଓ ସହରାଞ୍ଚଳ ପ୍ରଶାସନରେ ସୁଧାର ଆଣିବା ନେଇ ଆଲୋଚନା ହୋଇଛି।