Public App Logo
Jansamasya
News
पुलिस
Bjp
National
Police
Bihar
India
जनसमस्या
चुनाव
बीजेपी
भाजपा
Congress
Modi
Delhi
Viral
Up
Iyc
Bollywood
Patna
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Ahmedabad
Pmmodi
Rahulgandhi

#କୋରାପୁଟ_ରେ_ମୁଖ୍ୟମନ୍ତ୍ରୀ_ଙ୍କ_ଅନ୍ନପୂର୍ଣ୍ଣା_ଯୋଜନା_ଶୁଭାରମ୍ଭ_ମନ୍ତ୍ରୀ_ଗୋକୁଳା_ନନ୍ଦ_ମଲ୍ଲିକ

Koraput Town, Koraput | Jun 12, 2026

MORE NEWS

ନନ୍ଦିଘୋଷ ଭଳି ହେବ ଜୟପୁରର ରଥ। ଉଚ୍ଚତା ବଢ଼ିବ। ରଥ ଚକ ନିର୍ମାଣ ଶୈଳୀ ବଦଳିଥିବାରୁ ଗଡ଼ିବା ସହଜ ହେବ ଓ ବ୍ରେକ ଲାଗିବ। ଜଗନ୍ନାଥ ମନ୍ଦିର ପରିସର ଓ ରଥ ଖଳାରେ କାମ ଚାଲିଛି । ଜୁଲାଇ ୧୦ ସୁଦ୍ଧା ନିର୍ମାଣ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ମୁଖ୍ୟ ମହାରଣା । #Jeypore #RathaYatra2026

ନନ୍ଦିଘୋଷ ଭଳି ହେବ ଜୟପୁରର ରଥ। ଉଚ୍ଚତା ବଢ଼ିବ। ରଥ ଚକ ନିର୍ମାଣ ଶୈଳୀ ବଦଳିଥିବାରୁ ଗଡ଼ିବା ସହଜ ହେବ ଓ ବ୍ରେକ ଲାଗିବ। ଜଗନ୍ନାଥ ମନ୍ଦିର ପରିସର ଓ ରଥ ଖଳାରେ କାମ ଚାଲିଛି । ଜୁଲାଇ ୧୦ ସୁଦ୍ଧା ନିର୍ମାଣ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ମୁଖ୍ୟ ମହାରଣା । #Jeypore #RathaYatra2026

Koraput Town, Koraput | Jun 13, 2026

କଂଗ୍ରେସର ଆରମ୍ଭ କରିଥିଲା ଯୋଜନା,ଗରିବ ହେଉଛନ୍ତି ଉପକୃତ 

ଗରିବ ଲୋକଙ୍କ ଯୋଗୁଁ କଂଗ୍ରେସ ଅମଳରେ ଆରମ୍ଭ ହୋଇଥିଲା ଯୋଜନା ଆଜି ସରକାର ଅନ୍ନପୂର୍ଣ୍ଣା ଯୋଜନା କରିଛନ୍ତି ପ୍ରତିକ୍ରିୟାରେ କହିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି 
#koraputdistrict #TaraPrasadBahinipati #Congress #bjp #anapurna

କଂଗ୍ରେସର ଆରମ୍ଭ କରିଥିଲା ଯୋଜନା,ଗରିବ ହେଉଛନ୍ତି ଉପକୃତ ଗରିବ ଲୋକଙ୍କ ଯୋଗୁଁ କଂଗ୍ରେସ ଅମଳରେ ଆରମ୍ଭ ହୋଇଥିଲା ଯୋଜନା ଆଜି ସରକାର ଅନ୍ନପୂର୍ଣ୍ଣା ଯୋଜନା କରିଛନ୍ତି ପ୍ରତିକ୍ରିୟାରେ କହିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି #koraputdistrict #TaraPrasadBahinipati #Congress #bjp #anapurna

Koraput Town, Koraput | Jun 12, 2026

#ମୋହନ_ମାଝୀ_ସରକାରଙ୍କ_୨_ବର୍ଷ_ପୂର୍ତ୍ତି

କୋରାପୁଟରେ ଶୁଭାରମ୍ଭ ହେଲା ‘ଅନ୍ନପୂର୍ଣ୍ଣା ଯୋଜନା’

ମୋହନ ମାଝୀ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ କୋରାପୁଟରେ ଆରମ୍ଭ ହେଲା ଗୁରୁତ୍ୱପୂର୍ଣ୍ଣ ଜନକଲ୍ୟାଣମୂଳକ ଯୋଜନା ‘ଅନ୍ନପୂର୍ଣ୍ଣା ଯୋଜନା’।

✅ କାର୍ଯ୍ୟକ୍ରମରେ ଯୋଗଦେଇ ଯୋଜନା ସମ୍ପର୍କରେ ସୂଚନା ଦେଲେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।

🙏 ଗରିବ ଓ ଯୋଗ୍ୟ ପରିବାରଙ୍କୁ ଖାଦ୍ୟ ସୁରକ୍ଷା ଯୋଗାଇବା ଦିଗରେ ଏହା ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି।

💬 ଏହି ଯୋଜନା ଲୋକଙ୍କ ପାଇଁ କେତେ ଲାଭଦାୟକ ହେବ ବୋଲି ଆପଣ ଭାବୁଛନ୍ତି? କମେଣ୍ଟରେ ମତାମତ ଦିଅନ୍ତୁ।

#AnnapurnaYojana
#MohanMajhi
#GokulanandaMallik
#Koraput
#OdishaGovernment
#BJP
#OdishaNews
#PublicDemand
#BreakingNews
#KoraputNews
#OdishaPolitics
#FoodSecurity
#AnnapurnaScheme
#PublicDemandNews
#OdishaDevelopment

#ମୋହନ_ମାଝୀ_ସରକାରଙ୍କ_୨_ବର୍ଷ_ପୂର୍ତ୍ତି କୋରାପୁଟରେ ଶୁଭାରମ୍ଭ ହେଲା ‘ଅନ୍ନପୂର୍ଣ୍ଣା ଯୋଜନା’ ମୋହନ ମାଝୀ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ କୋରାପୁଟରେ ଆରମ୍ଭ ହେଲା ଗୁରୁତ୍ୱପୂର୍ଣ୍ଣ ଜନକଲ୍ୟାଣମୂଳକ ଯୋଜନା ‘ଅନ୍ନପୂର୍ଣ୍ଣା ଯୋଜନା’। ✅ କାର୍ଯ୍ୟକ୍ରମରେ ଯୋଗଦେଇ ଯୋଜନା ସମ୍ପର୍କରେ ସୂଚନା ଦେଲେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। 🙏 ଗରିବ ଓ ଯୋଗ୍ୟ ପରିବାରଙ୍କୁ ଖାଦ୍ୟ ସୁରକ୍ଷା ଯୋଗାଇବା ଦିଗରେ ଏହା ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି। 💬 ଏହି ଯୋଜନା ଲୋକଙ୍କ ପାଇଁ କେତେ ଲାଭଦାୟକ ହେବ ବୋଲି ଆପଣ ଭାବୁଛନ୍ତି? କମେଣ୍ଟରେ ମତାମତ ଦିଅନ୍ତୁ। #AnnapurnaYojana #MohanMajhi #GokulanandaMallik #Koraput #OdishaGovernment #BJP #OdishaNews #PublicDemand #BreakingNews #KoraputNews #OdishaPolitics #FoodSecurity #AnnapurnaScheme #PublicDemandNews #OdishaDevelopment

Koraput Town, Koraput | Jun 12, 2026