କଣ୍ଟାବାଞ୍ଜି: କଣ୍ଟାବାଞ୍ଜିରେ ଭାଲୁ ଆକ୍ରମଣରେ ଜଣଙ୍କ ମୃତ୍ୟୁ: ବନ ବିଭାଗର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ
ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ଭାଲୁ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି। ପରିବାରର ମୁଖ୍ୟଙ୍କୁ ହରାଇ ଦୁଇ ଛୋଟ ପିଲା ଅସହାୟ ହୋଇପଡ଼ିଥିବା ବେଳେ, ବନ ବିଭାଗର ଅବହେଳା ନେଇ ତଦନ୍ତ ଓ ସହାୟତା ପାଇଁ ଦାବି ହୋଇଛି।