କଳାହାଣ୍ଡି: ତାଲଗୁଡ଼ ମାଁ ଡୋକ୍ରିଙ୍କ ଦଶହରା: ମାନସିକ ପୂରଣ ପାଇଁ ଲାଗିଛି ଭକ୍ତଙ୍କ ଭିଡ଼
Kalahandi, Kalahandi | Oct 18, 2026
ତାଲଗୁଡ଼ର ପ୍ରସିଦ୍ଧ ମାଁ ଡୋକ୍ରିଙ୍କ ଶକ୍ତିପୀଠରେ ଦଶହରା ପର୍ବ ପାଳନ ହେଉଛି। ମାଁଙ୍କ କୃପା ଲାଭ ପାଇଁ ଦୂରଦୂରାନ୍ତରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ପୂରା ଅଞ୍ଚଳ ଏବେ ଭକ୍ତିମୟ ହୋଇଉଠିଛି।