କବିସୂର୍ଯ୍ୟନଗର: ଗଞ୍ଜାମରେ ଋଣ ଭାର ଓ ଫସଲ ନଷ୍ଟ ଯୋଗୁଁ ଯୁବକଙ୍କ ଆତ୍ମହତ୍ୟା
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ସଦାବର୍ତ୍ତ ନୂଆଗାଁରେ ଅଭାବନୀୟ ଘଟଣା। ଋଣ ଓ ଫସଲ ନଷ୍ଟ ଦୁଃଖରେ କୀଟନାଶକ ପିଇଲେ ୨୭ ବର୍ଷୀୟ ଯୁବକ ବୁଲୁ ମଳିକ। ବ୍ରହ୍ମପୁର ଏମକେସିଜିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ।