Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

ଉମରକୋଟ: ଉମରକୋଟ ବ୍ଲକ ସିଙ୍ଗସାରୀ ଠାରେ ଧାନ ମଣ୍ଡି ଉଦଘାଟନ।

Umarkote, Nabarangpur | Dec 21, 2025
DATE -21.12.2025 PLACE -UMERKOTE ଚାଷୀ ମାନଙ୍କର ବହୁ ପ୍ରତିକ୍ଷିତ ଧାନ ମଣ୍ଡି ଆଜି ଦିବା ୧୨ ଘଟିକା ସମୟରେ ସିଙ୍ଗସାରୀ ଠାରେ ଉଦଘାଟନ ହୋଇଛି। ଏହି ଉଦଘାଟନୀ ଉତ୍ସବରେ ସାଂସଦ ପ୍ରତିନିଧି ଶ୍ରୀମତୀ ବାସନ୍ତୀ ମାଝୀ, ସମିତି ସଦସ୍ୟ, ଜିଲ୍ଲା ପରିଷଦ ସଦସ୍ୟା ଡାଳିମ୍ବ ମାଝୀ, MD, LAMP ଉମରକୋଟ ଙ୍କ ସମେତ ଚାଷୀ ମାନେ ଉପସ୍ଥିତ ଥିଲେ। 300 ରୁ ଉର୍ଦ୍ଧ ଚାଷୀ ଙ୍କର ନାମ ପଞ୍ଜିକରଣ ହୋଇଥିଲା ବେଳେ ଆଜିଠାରୁ ସେମାନେ ମଣ୍ଡି ରେ ଧାନ ବିକ୍ରି କରିପାରିବେ ।ସରକାର ମଣ୍ଡିରେ ଧାନ ବିକ୍ରି ର ପରିମାଣ କୁଇଣ୍ଟାଲ ପ୍ରତି ୩୧୦୦ ଧାର୍ଯ୍ୟ କରିଛନ୍ତି।

MORE NEWS

ଉମରକୋଟ: ଉମରକୋଟ ବ୍ଲକ ସିଙ୍ଗସାରୀ ଠାରେ ଧାନ ମଣ୍ଡି ଉଦଘାଟନ। - Umarkote News