ବାଙ୍କୁଲି ଠାରେ କ୍ଷତ୍ରିୟ ଧାକଡ ମହା ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲା ସଭାପତି ଚକ୍ରଧର ସିଂହ, ସଂଗଠନ ସାଧାରଣ ସମ୍ପାଦକ ସୂର୍ଯ୍ୟବଂଶୀ ଜୟନ୍ତ ପାତ୍ର, କାର୍ଯ୍ୟକାରୀ ସଭାପତି ଧନେଶ୍ଵର ସିଂ ସହ ପ୍ରାୟ ୧୫ ଶହ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। କ୍ଷତ୍ରିୟ ଧାକଡ ସମାଜ ର ଉନ୍ନତି ଓ ସାଂପ୍ରତିକ ପରିସ୍ଥିତିରେ ଧର୍ମ ରକ୍ଷା ତଥା ସ୍ବଧର୍ମକୁ ପାଳନ କରିବା ଉପରେ ଆଲୋଚନା କରାଯାଇ ଥିଲା।