Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
Rajasthan
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Crimenews
Cbi
Mathura
Fatehpur
Jodhpur
Amitshah
Uppolice
Punjab

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ପଶ୍ଚିମ ଆଫ୍ରିକାରେ ଭାରତୀୟଙ୍କୁ ଆତଙ୍କବାଦୀ ଅପହରଣ ଘଟଣା, ବାଣୀବିହାରରେ ପ୍ରତିକ୍ରିୟା ରଖିଲେ ପରିଵହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା

ପଶ୍ଚିମ ଆଫ୍ରିକା ରେ ଆତଙ୍କବାଦୀ କିଛି ଭାରତୀୟଙ୍କ କିଡନାପ କରିଥିବା ବେଳେ ମୋ ଅଂଚଳ ର ମଧ୍ୟ ଜଣେ ଲୋକ ସେଠି କିଡନାପ ହୋଇଛି । ପ୍ରଧାନମନ୍ତ୍ରୀ ଆତଙ୍କବାଦ ବିରୋଧ ରେ ଦୃଢ଼ ଜାର୍ଯ୍ୟନୁଷ୍ଠାନ ନେଉଛନ୍ତି। ଆଉ ଏହି ପିଲାଙ୍କୁ ଉଦ୍ଧାର କରିବା ପାଇଁ ସରକାର ବ୍ୟବସ୍ଥା କରୁଛନ୍ତି । ମୋ ଜିଲା ରୁ ରମନ ନାମକ ଜଣେ ବ୍ୟକ୍ତି କିଡନାପ ହୋଇଛି। ସରକାର ଉଦ୍ଧାର କରିବା ପାଇଁ ବ୍ୟବସ୍ଥା କରୁଛନ୍ତି।