ଫୁଲବାଣୀ ସହର: ନୂଆ ହାଟପଦା ବାଇକ ଦୁର୍ଘଟଣା ରେ ଗୁରୁତର ବାଇକ୍ ଚାଳକ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି
ନୂଆଁ ହାଟପଦା ପାଖରେ ,ବାଇକ ଦୁର୍ଘଟଣା ରେ ବାଇକ୍ ଆରୋହୀ ଗୁରୁତର।ବାଇକ୍ ଆରୋହୀ କୁ 108 ଯୋଗେ ଫୁଲବାଣୀ ମେଡିକାଲ ରେ ଭର୍ତ୍ତି କରାଯାଇଅଛି।ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।