ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ ଗୋବିନ୍ଦପୁର ପଂଚାୟତର ଜ୍ୟୋତିନଗରସ୍ଥିତ ରାଜ୍ୟସ୍ତରୀୟ ବୌଦ୍ଧିକ ଦିବ୍ୟାଙ୍ଗ ଖେଳକୁଦ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଅଛି । ଏହି ଉଦ୍ଯାପନୀ ଉତ୍ସବରେ ଜିଲ୍ଲା ଶିଶୁ ସୁରକ୍ଷା କମିଟିର ଅଧ୍ୟକ୍ଷ ଆଇନ୍ଜୀବୀ ପୁଷ୍ପକ ତ୍ରିପାଠୀ, ଜିଲ୍ଲା କୋଷାଗାର ଅଧିକାରୀ ଗୌତମୀ ନାୟକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅନୁରାଧା ଗୋସାମୀ, ଇଣ୍ଡିଆନ୍ ପୋଟାସ ଲିଂର ସାଧାରଣ ପରିଚାଳକ ବିକାଶ କୁମାର ଚୌଧୁରୀ ଓ ହ୍ୟୁମାନିଟି ଫାଷ୍ଟ ର ଓଡିଶା ପ୍ରତିନିଧ ମୌଲବୀ ଶେକ୍ ଇସ୍ହାକ୍ ପ୍ରମୁଖ ଯୋଗଦେଇ ଦିବ୍ୟାଙ୍ଗ ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ଓଡିଶ