କଟକରେ ଅନୁଷ୍ଠିତ ହେଲା ୧୩୮ ତମ ମନ କି ବାତ କାର୍ଯ୍ୟକ୍ରମ: ଯୋଗ ଦେଲେ ସାଂସଦ ଭର୍ତ୍ତୁହରି ମହତାବ
କଟକର କାଠଗଡା ସାହିରେ ବିଜେପି ନେତା ଗଗନ ଓଝାଙ୍କ ବାସଭବନରେ ପ୍ରଧାନମନ୍ତ୍ରୀଙ୍କ ୧୩୮ ତମ ମନ କି ବାତ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସାଂସଦ ଭର୍ତ୍ତୁହରି ମହତାବ ଯୋଗ ଦେଇ ସ୍ଥାନୀୟ ବାସିନ୍ଦାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ଶୁଣିଥିଲେ।