ସୁକିନ୍ଦା: ଯାଜପୁର ପୋଲିସର ମର୍ଣ୍ଣିଂ ବ୍ରିଫିଂ: ଜନସୁରକ୍ଷା ଓ ଅପରାଧ ନିୟନ୍ତ୍ରଣ ଉପରେ ଗୁରୁତ୍ୱ
ଯାଜପୁର ଜିଲ୍ଲାର ବିଭିନ୍ନ ଥାନାରେ ପୋଲିସ ଅଧିକାରୀଙ୍କ ନେତୃତ୍ୱରେ ମର୍ଣ୍ଣିଂ ବ୍ରିଫିଂ ଅନୁଷ୍ଠିତ ହୋଇଛି। ଡ୍ୟୁଟି ପ୍ରସ୍ତୁତି, ଶୃଙ୍ଖଳା, ବକେୟା କାର୍ଯ୍ୟର ସମାଧାନ ଓ ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇବା ଉପରେ ଏହି ବୈଠକରେ ଗୁରୁତ୍ୱ ଦିଆଯାଇଛି।