ପାରଳାଖେମୁଣ୍ଡି: ଅଷ୍ଟମୀରେ ଚାଷ ଜମିରେ ଆଙ୍କୁଲ ଡାଳ ପକାଇ ଭଲ ଫସଲ ପାଇଁ କାମନା କଲେ ଚାଷୀ
ଗଜପତି ଜିଲ୍ଲା ଯାଜପୁର ଗ୍ରାମରେ ଅଷ୍ଟମୀ ତିଥିରେ ଦେଖିବାକୁ ମିଳିଛି ଚାଷ ଜମିରେ ଆଙ୍କୁଲ ଡାଳ ପକାଇବାର ପାରମ୍ପରିକ ରୀତି। ମାଁ ନାକିଟିଭବାନୀଙ୍କ ପୂଜାର୍ଚ୍ଚନା ପରେ ଚାଷୀମାନେ ନିଜ ଜମିରେ ଏହି ଡାଳ ପକାଇ ଭଲ ଫସଲ ଓ ସମୃଦ୍ଧି କାମନା କରିଛନ୍ତି।