କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ପଡାପଦର ମଣ୍ତିରେ ଧାନ କ୍ରୟ ପ୍ରକିୟା ଏବ˚ଟୋକେନ ସମସ୍ୟାକୁ ନେଇ ଚାଷୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା ଓ ସନ୍ଧ୍ୟାରେ ପୋଡାପଦର ଚାଷୀମାନେ ଓ ପୂର୍ବତନ ମନ୍ତ୍ରୀ ରବିନାରାୟଣ ନନ୍ଦ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଧାରଣାରେ ବସିଥିଲେ। ଜୟପୁର ଉପଜିଲ୍ଲାପାଳ ଯଦୁମଣି ନାଏକ ହସ୍ତକ୍ଷେପ କରି ଚାଷି ଓ ପୂବର୍ତନ ମନ୍ତ୍ରୀ ଙ୍କୁ ବୁଝେଇ ଥିଲେ ତାହାପରେ ଚାଷି ମାନେ ଧାରଣାରୁ ଉଠିଥିଲେ,