ପରଜଙ୍ଗ: ପରଜଙ୍ଗ ମହାବିଦ୍ୟାଳୟ ନିର୍ବାଚନ: ବିଜୟୀ ABVP ପ୍ରାର୍ଥୀଙ୍କୁ ବିଧାୟକଙ୍କ ଶୁଭେଚ୍ଛା
ପରଜଙ୍ଗ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ହୋଇଥିବା ABVP ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ବିଧାୟକ ବିଭୁତି ଭୂଷଣ ପ୍ରଧାନ। ଛାତ୍ରଛାତ୍ରୀଙ୍କୁ ନିଷ୍ଠାର ସହ କାର୍ଯ୍ୟ କରିବା ପାଇଁ ଦେଲେ ପରାମର୍ଶ।