Public App Logo
Jansamasya
News
पुलिस
Bjp
National
Police
Bihar
बिहार
कांग्रेस
मौत
बीजेपी
विधायक
Congress
Modi
Delhi
Viral
Odisha
Rajasthan
अमित_शाह
दिल्ली
Breakingnews
Narendramodi
Madhya_pradesh
Pmmodi
Ipl
Rahulgandhi
Haryana
Uttarpradesh
Cricket
शादी

ରାସଗୋବିନ୍ଦପୁର: ଝିଙ୍କିରିଆରେ ୨ଟିସ୍ଥାନରେ ଜବରଦଖଲ ଉଚ୍ଛେଦ କଲା ମୋରଡା ତହସିଲ ପ୍ରଶାସନ,ଶାନ୍ତିଶୃଙ୍ଖଳା ପାଇଁ ମାଜିଷ୍ଟ୍ରେଟ ଓ ସଶସ୍ତ୍ର ପୁଲିସଫୋର୍ସ ମୁତୟନ

ମୟୂରଭଞ୍ଜ ଜିଲ୍ଲା ମୋରଡା ତହସିଲ ଇଲାକାରେ ବୁଧବାର ପୁଣି ବୁଲଡୋଜର ବୁଲିଥିବାବେଳେ ବରକନ୍ଦ ପଞ୍ଚାୟତର ଝିଙ୍କିରିଆ ଠାରେ ସରକାରୀଜମିରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ବୁଧବାର ଅପରାହ୍ନ ୫ଟାରେ ସମ୍ପାଦିତ ହୋଇଯାଇଛି l ଝିଙ୍କିରିଆ ଗାଁରେ ୩୭ ଜଣ ଏବଂ ଝିଙ୍କିରିଆ ହାଟପଡିଆରେ ୧୬ଜଣ ଲୋକେ ଦୀର୍ଘବର୍ଷ ହେବ ସରକାରୀ ଜମିକୁ ମାଡିବସି ଭୋଗଦଖଲ କରିଆସୁ ଥିବାବେଳେ ମାଜିଷ୍ଟ୍ରେଟ ଭାବେ ମୋରଡା ତହସିଲଦାର ପୁଲିସଫୋର୍ସ ସହାୟତାରେ ଉଚ୍ଛେଦ କରିଛନ୍ତି l

MORE NEWS