ଦେବଗଡ: ଦେବଗଡ଼: ତିଲେଇବଣୀରେ ଅନୁଷ୍ଠିତ ହେଲା ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର
ଦେବଗଡ଼ ଜିଲ୍ଲାର ତିଲେଇବଣୀ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଉପସ୍ଥିତିରେ ୧୮ଟି ଅଭିଯୋଗର ଶୁଣାଣି କରାଯାଇଛି। ଜମି ବିବାଦ, ରାସ୍ତା, ପୋଲ ଓ ନଳକୂପ ସମସ୍ୟା ନେଇ ଆସିଥିବା ଅଭିଯୋଗର ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।