କଟକ ପୌରାଞ୍ଚଳ: କଟକ: ବରିଷ୍ଠ ଶିକ୍ଷାବିତ୍ ରବୀନ୍ଦ୍ର ନାଥ ମହାନ୍ତିଙ୍କୁ ସମ୍ବର୍ଦ୍ଧନା ଜଣାଇଲା ମହାନଗର ନିଗମ
କଟକ ମହାନଗର ନିଗମ ପକ୍ଷରୁ 'ଆପଣ କେମିତି ଅଛନ୍ତି?' କାର୍ଯ୍ୟକ୍ରମ ଅନ୍ତର୍ଗତ ମହାନଦୀ ବିହାରର ବିଶିଷ୍ଟ ଶିକ୍ଷାବିତ୍ ରବୀନ୍ଦ୍ର ନାଥ ମହାନ୍ତି ଓ ତାଙ୍କ ଧର୍ମପତ୍ନୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ମେୟର ସୁବାସ ସିଂହ ଓ କମିଶନର କିରନଦୀପ କୌର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।