ଧର୍ମଶାଳା: ବ୍ୟାସନଗରରେ ମହର୍ଷି ବ୍ୟାସଦେବଙ୍କ ପ୍ରତିମୂର୍ତ୍ତି ଓ ପାଣିକୋଇଲି ଟ୍ରମା ସେଣ୍ଟର ପାଇଁ ଦାବି
ବ୍ୟାସନଗରରେ ମହର୍ଷି ବ୍ୟାସଦେବଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଓ ପାଣିକୋଇଲି ଟ୍ରମା କେୟାର ସେଣ୍ଟରକୁ ତୁରନ୍ତ ଖୋଲିବା ନେଇ ଦାବି। ଯୁବନେତା ବିକ୍ରମ ବିଶ୍ୱାଳ ମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।