Public App Logo
Jansamasya
���िधायक
Congress
Modi
Delhi
Viral
Jharkhand
Rajasthan
Breakingnews
Narendramodi
Nitishkumar
Madhya_pradesh
Madhyapradesh
Pmmodi
Rahulgandhi
Haryana
Crimenews
Education
Bareilly
Agra
Cbi
Politics
Abvp
���ायल
Fatehpur
Jodhpur
Amitshah
Uppolice
Punjab
Pratapgarh

ବଡସାହି: ପଦ୍ମନାଭପୁର ଟୋଲଗେଟ ଠାରୁ ବନ୍ଧୁକମୁନରେ ବ୍ୟବସାୟୀଙ୍କୁ ଅପହରଣକରି ୪୦ଲକ୍ଷଟଙ୍କା ଆଦାୟକୁ ନେଇ ୪ଗିରଫ ଓ ୫ଅଟକ,ଟଙ୍କା,ଗାଡି ଓ ମାରଣାସ୍ତ୍ର ଜବତ

Barsahi, Mayurbhanj | Nov 1, 2025
ବୈଶିଙ୍ଗା ଥାନା ଅଧୀନ ୧୮ନଂ ଜାତୀୟରାଜପଥ ପଦ୍ମନାଭପୁର ଟୋଲଗେଟ ନିକଟରୁ ଜମି ବ୍ୟବସାୟକୁ କେନ୍ଦ୍ରକରି ଜନୈକ ବ୍ୟବସାୟୀଙ୍କୁ ବନ୍ଧୁକ ମୁନରେ ଅପହରଣକରି ବନ୍ଧକ ରଖିବାପରେ ୪୦ଲକ୍ଷ ଟଙ୍କା ଆଦାୟ କରିବା ଘଟଣାରେ ୪ଜଣଙ୍କୁ କୋର୍ଟ ଚାଲାଣ ଓ ୫ଜଣକୁ ଅଟକ ରଖାଯାଇଥିବା ନେଇ ଶନିବାର ସନ୍ଧ୍ୟା ୬ଟାରେ ବୈଶିଙ୍ଗା ଥାନାରେ ଆୟୋଜିତ ପ୍ରେସ ଇସ୍ତାହାରରେ ସୂଚନା ଦେଲେ ମୟୁରଭଞ୍ଜ ଏସପି ବରୁଣ ଗୁଣ୍ଟୁପାଲ୍ଲୀ l

MORE NEWS