ସୁନ୍ଦରଗଡ ସହର: ସୁନ୍ଦରଗଡ ଟ୍ରକ୍ ମାଲିକ ସଂଘ ଅଫିସ ସମ୍ମୁଖରୁ ଟାଉନ ପୋଲିସ ପକ୍ଷରୁ ଲକ୍ଷାଧିକ ଟଙ୍କାର କୋଫ ସିରଫ ଜବତ୍ ନେଇ ଥାନାରୁ SDPO ଙ୍କ ପ୍ରତିକ୍ରିୟା
ସୁନ୍ଦରଗଡ ସୋମବାର ଦିନ ୨ ଟା ସମୟରେ ଟ୍ରକ୍ ମାଲିକ ସଂଘ ଅଫିସ ସମ୍ମୁଖରୁ ଟାଉନ ପୋଲିସ ପକ୍ଷରୁ ପ୍ରଚୁର ପରିମାଣ ର କୋଫ ସିରପ ଜବତ୍ ୪ ଗିରଫ ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ଥାନା ପରିସରରେ ଅନୁଷ୍ଠିତ SDPO ଦେଲେ ପ୍ରତିକ୍ରିୟା