ରେମୁଣା: ଖାନନଗରରେ ଉଦଘାଟିତ ହେଲା ଯାତ୍ରା ସ୍ୱର୍ଣ୍ଣ ମହଲ, ଯୋଗଦେଲେ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ
ରେମୁଣା ନିର୍ବାଚନ ମଣ୍ଡଳୀର ଖାନନଗର ଠାରେ ଯାତ୍ରା ସ୍ୱର୍ଣ୍ଣ ମହଲର ଉଦଘାଟନ ହୋଇଛି। ସରକାରୀ ଦଳର ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଛନ୍ତି।