Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Rajasthan
Bollywood
Breakingnews
Narendramodi
Madhya_pradesh
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

#କଂଗ୍ରେସକୁ_ଘାରିଛି_ଡବଲ_ପଦବୀ_ନିଶା #କେମିତି_ବା_ଘାରିବ_ନାହିଁ_ଡବଲ_ଇଞ୍ଜିନ_ସରକାର_ସହ_ପ୍ରତିଦ୍ୱନ୍ଦୀତା_କରିବା_ପାଇଁ_ହେଲେ_ନିହାତି_ଭାବେ_ଡବଲ_ ପଦବୀ_ଦରକାର_ଏଥିରେ ସନ୍ଦେହ ନାହିଁ ? ହେଲେ ପ୍ରଶ୍ନ କଲେ ଜିଲ୍ଲା ସଭାପତି କାଗଜ ପଢ଼ି ଦସ୍ତଖତ ମୋହର ମାରିଛନ୍ତି ତ? ବିସିସି (ବ୍ଲକ କଂଗ୍ରେସ କମିଟି) ର ଟିମ ଗଠନ, ମୁଣ୍ଡ ଉପରେ ପଞ୍ଚାୟତ ନିର୍ବାଚନ। ଛିଣ୍ଡିବ ତ ଅଙ୍କ ? ଗ୍ରହଣ କରିବେ ତ ବଡ଼ଚଣା ଭୋଟର ? ସଭାପତିଙ୍କ ନେତୃତ୍ୱ ସୋସିଆଲ ମିଡିଆରୁ ସୋସିଆଲ ସେକ୍ଟରକୁ ହେଇ ପାରିବ ତ ରୂପାନ୍ତରିକରଣ ? #JajpurCongress #MaguniJena #BadachanaCongress #ChinmayaPradhan #Ajaykumarsamal #Sudhnsusekhardeo #Subhandumohanty #Rabindrajena #BadachnaVoter #Jajpur #Barchana #Chandikhol #SocialMediaTrend #AsmitaKhabar

Jajapur, Jajpur | Jul 3, 2026

MORE NEWS

#ସେଣ୍ଟ_ଜାଭିୟର୍ସ_ପବ୍ଲିକ_ସ୍କୁଲ_ପକ୍ଷରୁ_ଡାକ୍ତର_ଦିବସ_ପାଳିତ।
#HAPPYDOCTERDAY
#HAPPYDOCTORSDAY2026
#NATIONALDOCTERDAY2026
#CELEBRATIONDOCTRSDAYATXTXAVIARpUBLICSCHOOL
#STXAVIERSPUBLICSCHOOL
#STXPLANSKUTUMB
#STXIAVIERPUBLICSCHOOLNEULAPUR
#chairmandushmantkumarpanda
#RabindraKumarTripathi
#JAJPUR
#CHANDIKHOL
#NEULAPUR
#ASMITAKHABAR
ଆଜି ହେଉଛି ଜାତୀୟ ଡାକ୍ତର ଦିବସ। ଡାକ୍ତରମାନଙ୍କ ସେବାକୁ ସମ୍ମାନ ଜଣାଇ ପ୍ରତିବର୍ଷ  ପରି ଜୁଲାଇ ୧ ତାରିଖକୁ ସମଗ୍ର ଦେଶରେ ଜାତୀୟ ଡାକ୍ତର ଦିବସ ପାଳନ କରାଯାଉଛି। ଡାକ୍ତରଙ୍କୁ ଲୋକେ ଦ୍ଵିତୀୟ ଭଗବାନ ଭାବେ ସମ୍ମାନ ଦେଇଥାନ୍ତି। ଭାରତରେ ୧୯୯୧ ମସିହାରେ ପ୍ରଥମେ ଜାତୀୟ ଡାକ୍ତର ଦିବସ ପାଳନ କରାଯାଇଥିଲା। ସେବେଠାରୁ ଜୁଲାଇ ୧ ତାରିଖରେ ଏହି ଦିବସ ପାଳିତ ହୋଇଆସୁଛି। ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଡାକ୍ତର ବିଧାନ ଚନ୍ଦ୍ର ରୟଙ୍କୁ ସମ୍ମାନ ଜଣାଇ ଜାତୀୟ ଡାକ୍ତର ଦିବସ ପାଳନ ଆରମ୍ଭ ହୋଇଥିଲା। ଦେଶର ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ତାଙ୍କର ମହତ୍ତ୍ଵପୂର୍ଣ୍ଣ ଯୋଗଦାନ ରହିଥିଲା। ଡାକ୍ତର ବିସି ରାୟଙ୍କୁ ୧୯୬୧ ମସିହା ଫେବ୍ରୁଆରି ୪ ତାରିଖରେ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଡାକ୍ତର ବିସି ରୟଙ୍କ ଜନ୍ମ ୧୮୮୨ ମସିହା ଜୁଲାଇ ୧ ତାରିଖରେ ହୋଇଥିବାବେଳେ ୧୯୬୨ ମସିହା ଜୁଲାଇ ୧ ତାରିଖରେ ତାଙ୍କର ନିଧନ ହୋଇଥିଲା। ଏହି କାରଣରୁ ଜୁଲାଇ ୧ ତାରିଖକୁ ଜାତୀୟ ଡାକ୍ତର ଦିବସ ପାଳନ କରାଯାଉଛି। ପ୍ରତିବର୍ଷ ପ୍ରତି ବର୍ଷ ପରି ଚଳିତ ବର୍ଷ ନେଉଳପୁର ସ୍ଥିତ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀମାନେ ଏହି ଦିବସ ପାଳନ କରିଥିବାର ଦେଖିବାକୁ ମିଳିଛି । ଛାତ୍ର ଛାତ୍ରୀ , ଅଧ୍ୟକ୍ଷ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଚଣ୍ଡିଖୋଲ ଅଞ୍ଚଳର ବିଶିଷ୍ଟ ଡାକ୍ତର ପ୍ରାକ୍ତନ ସିଡିଏମଓ ଓ ବିଜୟ କୁମାର ଶତପଥୀ, ଡାକ୍ତର ସନ୍ତୋଷ କୁମାର ବେହେରା, ଡାକ୍ତର ହରିହର ପଣ୍ଡା ଓ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର କାର୍ଯ୍ୟରତ ଡାକ୍ତରଙ୍କୁ ଉପଢ଼ୌକନ ଓ ପୁଷ୍ପାଗୁଛ ଦେଇ ସମ୍ମାନୀତ କରିଥିଲେ । ଛାତ୍ର ଛାତ୍ରୀ ମାନେ ଭବିଷ୍ୟତରେ ଡ଼ାକ୍ତର ହେବାପାଇଁ କଣ କଣ ପାଠ ପଢିବା ଦରକାର ସେ ନେଇ ତାଙ୍କ ଠାରୁ ଶିକ୍ଷା ଲାଭ କରିଥିଲେ।

#ସେଣ୍ଟ_ଜାଭିୟର୍ସ_ପବ୍ଲିକ_ସ୍କୁଲ_ପକ୍ଷରୁ_ଡାକ୍ତର_ଦିବସ_ପାଳିତ। #HAPPYDOCTERDAY #HAPPYDOCTORSDAY2026 #NATIONALDOCTERDAY2026 #CELEBRATIONDOCTRSDAYATXTXAVIARpUBLICSCHOOL #STXAVIERSPUBLICSCHOOL #STXPLANSKUTUMB #STXIAVIERPUBLICSCHOOLNEULAPUR #chairmandushmantkumarpanda #RabindraKumarTripathi #JAJPUR #CHANDIKHOL #NEULAPUR #ASMITAKHABAR ଆଜି ହେଉଛି ଜାତୀୟ ଡାକ୍ତର ଦିବସ। ଡାକ୍ତରମାନଙ୍କ ସେବାକୁ ସମ୍ମାନ ଜଣାଇ ପ୍ରତିବର୍ଷ ପରି ଜୁଲାଇ ୧ ତାରିଖକୁ ସମଗ୍ର ଦେଶରେ ଜାତୀୟ ଡାକ୍ତର ଦିବସ ପାଳନ କରାଯାଉଛି। ଡାକ୍ତରଙ୍କୁ ଲୋକେ ଦ୍ଵିତୀୟ ଭଗବାନ ଭାବେ ସମ୍ମାନ ଦେଇଥାନ୍ତି। ଭାରତରେ ୧୯୯୧ ମସିହାରେ ପ୍ରଥମେ ଜାତୀୟ ଡାକ୍ତର ଦିବସ ପାଳନ କରାଯାଇଥିଲା। ସେବେଠାରୁ ଜୁଲାଇ ୧ ତାରିଖରେ ଏହି ଦିବସ ପାଳିତ ହୋଇଆସୁଛି। ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଡାକ୍ତର ବିଧାନ ଚନ୍ଦ୍ର ରୟଙ୍କୁ ସମ୍ମାନ ଜଣାଇ ଜାତୀୟ ଡାକ୍ତର ଦିବସ ପାଳନ ଆରମ୍ଭ ହୋଇଥିଲା। ଦେଶର ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ତାଙ୍କର ମହତ୍ତ୍ଵପୂର୍ଣ୍ଣ ଯୋଗଦାନ ରହିଥିଲା। ଡାକ୍ତର ବିସି ରାୟଙ୍କୁ ୧୯୬୧ ମସିହା ଫେବ୍ରୁଆରି ୪ ତାରିଖରେ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଡାକ୍ତର ବିସି ରୟଙ୍କ ଜନ୍ମ ୧୮୮୨ ମସିହା ଜୁଲାଇ ୧ ତାରିଖରେ ହୋଇଥିବାବେଳେ ୧୯୬୨ ମସିହା ଜୁଲାଇ ୧ ତାରିଖରେ ତାଙ୍କର ନିଧନ ହୋଇଥିଲା। ଏହି କାରଣରୁ ଜୁଲାଇ ୧ ତାରିଖକୁ ଜାତୀୟ ଡାକ୍ତର ଦିବସ ପାଳନ କରାଯାଉଛି। ପ୍ରତିବର୍ଷ ପ୍ରତି ବର୍ଷ ପରି ଚଳିତ ବର୍ଷ ନେଉଳପୁର ସ୍ଥିତ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀମାନେ ଏହି ଦିବସ ପାଳନ କରିଥିବାର ଦେଖିବାକୁ ମିଳିଛି । ଛାତ୍ର ଛାତ୍ରୀ , ଅଧ୍ୟକ୍ଷ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଚଣ୍ଡିଖୋଲ ଅଞ୍ଚଳର ବିଶିଷ୍ଟ ଡାକ୍ତର ପ୍ରାକ୍ତନ ସିଡିଏମଓ ଓ ବିଜୟ କୁମାର ଶତପଥୀ, ଡାକ୍ତର ସନ୍ତୋଷ କୁମାର ବେହେରା, ଡାକ୍ତର ହରିହର ପଣ୍ଡା ଓ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର କାର୍ଯ୍ୟରତ ଡାକ୍ତରଙ୍କୁ ଉପଢ଼ୌକନ ଓ ପୁଷ୍ପାଗୁଛ ଦେଇ ସମ୍ମାନୀତ କରିଥିଲେ । ଛାତ୍ର ଛାତ୍ରୀ ମାନେ ଭବିଷ୍ୟତରେ ଡ଼ାକ୍ତର ହେବାପାଇଁ କଣ କଣ ପାଠ ପଢିବା ଦରକାର ସେ ନେଇ ତାଙ୍କ ଠାରୁ ଶିକ୍ଷା ଲାଭ କରିଥିଲେ।

Jajapur, Jajpur | Jul 1, 2026