କାମାକ୍ଷାନଗର: କୁନିନ୍ଦା ମହାବିଦ୍ୟାଳୟର ଲାବ୍ ଆସିଷ୍ଟାଣ୍ଟ ସଞ୍ଜୟ କୁମାର ପରିଡ଼ାଙ୍କ ଦେହାନ୍ତ
କୁନିନ୍ଦା ମହାବିଦ୍ୟାଳୟର ଲାବ୍ ଆସିଷ୍ଟାଣ୍ଟ ସଞ୍ଜୟ କୁମାର ପରିଡ଼ାଙ୍କ ପରଲୋକ। ବିଧାୟକ ଶତ୍ରୁଘନ ଜେନା ତାଙ୍କ କେନ୍ଦୁପଡ଼ା ବାସଭବନରେ ପହଞ୍ଚି ଅନ୍ତିମ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସାନ୍ତ୍ୱନା ଜଣାଇଛନ୍ତି।