ବଲାଙ୍ଗୀର: ବଲାଙ୍ଗୀରରେ ଅନୁଷ୍ଠିତ ହେଲା ଏବିଭିପିର ଜିଲ୍ଲାସ୍ତରୀୟ ଛାତ୍ରନେତା ସମ୍ମିଳନୀ
ବଲାଙ୍ଗୀର ସାମ୍ବାଦିକ ଭବନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ରାଷ୍ଟ୍ରୀୟ ଚେତନା ନାମକ ଜିଲ୍ଲାସ୍ତରୀୟ ଛାତ୍ରନେତା ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏଥିରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଛାତ୍ର ସଂସଦ ପ୍ରତିନିଧିମାନେ ଯୋଗ ଦେଇଥିଲେ।