କାମାକ୍ଷାନଗର: କାମାକ୍ଷାନଗରରେ ଚା ପେ ଚର୍ଚ୍ଚାରେ ଯୋଗଦେଲେ ବିଧାୟକ ଶତ୍ରୁଘନ ଜେନା
କାମାକ୍ଷାନଗର ଠାରେ ଦୁର୍ଗାପୂଜା ଅବସରରେ ବିଧାୟକ ଶତ୍ରୁଘନ ଜେନା ବିଜେପି ପକ୍ଷରୁ ଆୟୋଜିତ ଚା ପେ ଚର୍ଚ୍ଚାରେ ଯୋଗ ଦେଇଛନ୍ତି। ଏହାସହ କାନପୁରା ଦୁର୍ଗାପୂଜା ମଣ୍ଡପର ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହୋଇ ସେ ମାଆଙ୍କ ଆଶୀର୍ବାଦ ନେଇଛନ୍ତି।