Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
Rajasthan
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Crimenews
Cbi
Mathura
Fatehpur
Jodhpur
Amitshah
Uppolice
Punjab

ରେଙ୍ଗାଲି: ରେଙ୍ଗାଲି ଠାରେ ସମ୍ବଲପୁରୀ ଦିନ ଲାଗି ସମ୍ବଲପୁରୀ ଝରନ ତରଫରୁ ସମ୍ବଲପୁରୀ ଦିନ ପାଳିତ

Rengali, Sambalpur | Aug 1, 2025
ରେଙ୍ଗାଲି ଠାରେ ସମ୍ବଲପୁରୀ ଦିନ ଲାଗି ସମ୍ବଲପୁରୀ ଝରନ ତରଫରୁ ସମ୍ବଲପୁରୀ ଦିନ ଆଜି ପାଳିତ ହୋଇଯାଇଛି l ଏହି ଅବସରରେ ଅତିଥି ଭାବେ ରେଙ୍ଗାଲି ର ପୂର୍ବତନ ବିଧାୟକ ନାଉରି ନାଏକ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ କିଛି ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ପରେ ସ୍ଥାନୀୟ କଲାକାର ମାନଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

MORE NEWS