ହିନ୍ଦୋଳ: ଢେଙ୍କାନାଳରେ ବିକଶିତ ଭାରତ ସଂକଳ୍ପ ସଭା, ମୋଦୀଙ୍କ ସୁଶାସନ ଉପରେ ବର୍ଷିଲେ ବିଧାୟିକା ସିମାରାନୀ ନାୟକ
ଢେଙ୍କାନାଳ ମିନି ଷ୍ଟାଡିୟମରେ ଅନୁଷ୍ଠିତ ହୋଇଛି ବିକଶିତ ଭାରତ ସଂକଳ୍ପ ସଭା ଓ ସେବା ଜ୍ୟୋତି ଯାତ୍ରା। ହିନ୍ଦୋଳ ବିଧାୟିକା ସିମାରାନୀ ନାୟକ ଏଥିରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଚିଶ ବର୍ଷର ସୁଶାସନ ବ୍ୟବସ୍ଥା ସମ୍ପର୍କରେ ମତ ରଖିଛନ୍ତି।