Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
मौत
Accident
Congress
Modi
Delhi
Viral
Up
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh

ଜୟପୁର: ନାବାଳିକା କୁ ବିବାହର ପ୍ରଲୋଭନ ଦେଖାଇ ବଳାତ୍କାର ମାମଲା ଅତିରିକ୍ତ ଜିଲ୍ଲା ଓ ଦୌରା ଜର୍ଜ ତଥା ପୋକସ କୋର୍ଟ ରେ ଶୁଣାଣି

Jeypore, Koraput | Jul 13, 2026

MORE NEWS

#Viral_video_malakangiri
#ନିମୁଡା_ନିମୁଡା_ନିମୁଡା 
ମାଲକାନଗିରି ବିଜେଡି ନେତାମାନେ
ନିମୁଡା ନିମୁଡା ଗୀତ ଗାଇ
ଗଣଶିକ୍ଷା ମନ୍ତ୍ରୀଙ୍କୁ କଟୁ ସମାଲୋଚନା କରି ବିରୋଧ
ଏହି ଲେଖାଟି ସହ ଫଟୋ କୁ ଅତି ସୁନ୍ଦର ଭାବରେ ପ୍ରସ୍ତୁତ କରନ୍ତୁ

#Viral_video_malakangiri #ନିମୁଡା_ନିମୁଡା_ନିମୁଡା ମାଲକାନଗିରି ବିଜେଡି ନେତାମାନେ ନିମୁଡା ନିମୁଡା ଗୀତ ଗାଇ ଗଣଶିକ୍ଷା ମନ୍ତ୍ରୀଙ୍କୁ କଟୁ ସମାଲୋଚନା କରି ବିରୋଧ ଏହି ଲେଖାଟି ସହ ଫଟୋ କୁ ଅତି ସୁନ୍ଦର ଭାବରେ ପ୍ରସ୍ତୁତ କରନ୍ତୁ

Jeypore, Koraput | Jul 13, 2026

ମାଛକୁଣ୍ଡ ପୁଲିସର ବଡ଼ ସଫଳତା: ୨୨୫ କେଜି ଗଞ୍ଜେଇ ସହ ୩ଟି ବାଇକ ଜବତ, ଚୋରା ଚାଲାଣକାରୀ ଫେରାର।
କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ପୁଲିସ ଚୋରା ଗଞ୍ଜେଇ ଚାଲାଣ ବିରୋଧୀ ଅଭିଯାନରେ ଏକ ବଡ଼ ସଫଳତା ହାସଲ କରିଛି। ଚଢ଼ାଉ ବେଳେ ୨୨୫ କିଲୋଗ୍ରାମ ଗଞ୍ଜେଇ ସହ ୩ଟି ମୋଟରସାଇକେଲ ଜବତ କରାଯାଇଥିବା ବେଳେ ଚୋରା ଚାଲାଣକାରୀମାନେ ପୁଲିସକୁ ଦେଖି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

ମାଛକୁଣ୍ଡ ପୁଲିସର ବଡ଼ ସଫଳତା: ୨୨୫ କେଜି ଗଞ୍ଜେଇ ସହ ୩ଟି ବାଇକ ଜବତ, ଚୋରା ଚାଲାଣକାରୀ ଫେରାର। କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ପୁଲିସ ଚୋରା ଗଞ୍ଜେଇ ଚାଲାଣ ବିରୋଧୀ ଅଭିଯାନରେ ଏକ ବଡ଼ ସଫଳତା ହାସଲ କରିଛି। ଚଢ଼ାଉ ବେଳେ ୨୨୫ କିଲୋଗ୍ରାମ ଗଞ୍ଜେଇ ସହ ୩ଟି ମୋଟରସାଇକେଲ ଜବତ କରାଯାଇଥିବା ବେଳେ ଚୋରା ଚାଲାଣକାରୀମାନେ ପୁଲିସକୁ ଦେଖି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

Jeypore, Koraput | Jul 13, 2026

ସାବୁନ ଗାଁର ଦୁଃଖ ବୁଝିବାକୁ ଡଙ୍ଗାରେ ପହଞ୍ଚିଲେ ଜିଲ୍ଲାପାଳ, ଏସପି ଓ ସିଡିଓ

ସାବୁନ ଗାଁର ଦୁଃଖ ବୁଝିବାକୁ ଡଙ୍ଗାରେ ପହଞ୍ଚିଲେ ଜିଲ୍ଲାପାଳ, ଏସପି ଓ ସିଡିଓ

Jeypore, Koraput | Jul 13, 2026

ରାୟଗଡା ପୋଲିସ୍ ର ମୋବାଇଲ୍ ବିତରଣ ମେଳା,
*୧୦୪ ଟି ମୋବାଇଲ ଉଦ୍ଧାର କରି ମୋବାଇଲଧାରିଙ୍କୁ ହସ୍ତାନ୍ତର  କଲା ପୋଲିସ*

ରାୟଗଡା ପୋଲିସ୍ ର ମୋବାଇଲ୍ ବିତରଣ ମେଳା, *୧୦୪ ଟି ମୋବାଇଲ ଉଦ୍ଧାର କରି ମୋବାଇଲଧାରିଙ୍କୁ ହସ୍ତାନ୍ତର କଲା ପୋଲିସ*

Jeypore, Koraput | Jul 13, 2026

ଭିଜିଲାନ୍ସ ପଞ୍ଝାରେ ପୁର୍ବତନ କୋରାପୁଟ ଆଇଟିଡିଏ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମାର କିସପଟ୍ଟା। 
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଜାଲରେ ପୁର୍ବତନ କୋରାପୁଟ ଆଇଟିଡିଏ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମାର କିସପଟ୍ଟା।
ମାସିକ ୯,୩୦୦ ଟଙ୍କା ଦରମାରେ ସରକାରୀ ଚାକିରି ଆରମ୍ଭ କରିଥିଲେ ସଞ୍ଜୟ କୁମାର କିସପଟ୍ଟା
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ (ଡିଏ) ମାମଲାରେ ଭିଜିଲାନ୍ସ ତଦନ୍ତର ସମ୍ମୁଖୀନ ହୋଇଥିବା ଓଡ଼ିଶା କନଷ୍ଟ୍ରକ୍ସନ କର୍ପୋରେସନ (OCC) ଲିମିଟେଡ୍‌ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମାର କିସପଟ୍ଟା ସରକାରୀ ଚାକିରି ଜୀବନ ଆରମ୍ଭ କରିଥିଲେ ମାସିକ ୯,୩୦୦ ଟଙ୍କା ସମନ୍ୱିତ (କନସୋଲିଡେଟେଡ୍) ଦରମାରେ। ୧୧ ଅକ୍ଟୋବର ୧୯୮୬ରେ ଜନ୍ମଗ୍ରହଣ କରିଥିବା ସଞ୍ଜୟ କୁମାର କିସପଟ୍ଟା ୨୦୧୧ ମସିହାରେ ଜଳ ସମ୍ପଦ ବିଭାଗରେ ସହକାରୀ ଯନ୍ତ୍ରୀ (Assistant Engineer) ଭାବେ ସରକାରୀ ସେବାରେ ଯୋଗଦେଇଥିଲେ। ତାଙ୍କର ପ୍ରଥମ ନିଯୁକ୍ତି କୋରାପୁଟ ଜିଲ୍ଲାର ନାରାୟଣପାଟଣା ବ୍ଲକରେ ହୋଇଥିଲା। ୨୦୧୬ ମସିହାରେ ଭ୍ୟାଲି ଢଢ଼ଢ଼ ସହନାରାୟଣପାଟଣା ବ୍ଲକରେ କାର୍ଯ୍ୟରତ ରହିଥିଲେ। ପରବର୍ତ୍ତୀ ସମୟରେ ୨୦୧୮ରୁ ୨୦୨୧ ପର୍ଯ୍ୟନ୍ତ କୋରାପୁଟ ଜିଲ୍ଲାର ପଟାଙ୍ଗି ବ୍ଲକରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (Assistant Executive Engineer) ଭାବେ ଦାୟିତ୍ୱ ପାଳନ କରିଥିଲେ।
ଏହାପରେ ୨୦୨୧ରୁ ଫେବୃଆରୀ ୨୦୨୫ ପର୍ଯ୍ୟନ୍ତ ସେ ସମନ୍ୱିତ ଆଦିବାସୀ ବିକାଶ ସଂସ୍ଥା (ITDA), କୋରାପୁଟରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।୬ ମାର୍ଚ୍ଚ ୨୦୨୬ରେ ସେ ପଦୋନ୍ନତି ପାଇ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (Executive Engineer) ଭାବେ ଓଡ଼ିଶା କନଷ୍ଟ୍ରକ୍ସନ କର୍ପୋରେସନ (OCC) ଲିମିଟେଡ୍‌, ଭୁବନେଶ୍ୱରରେ ନିଯୁକ୍ତି ପାଇଥିଲେ। ପରେ ତାଙ୍କୁ ଓସିସି ଲିମିଟେଡ୍‌, ବଲାଙ୍ଗୀରକୁ ଡେପୁଟେସନରେ ପଠାଯାଇଥିଲା। ବର୍ତ୍ତମାନ ସେ ସେଠାରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ସଞ୍ଜୟ କୁମାର କିସପଟ୍ଟା ତାଙ୍କ ପ୍ରାୟ ୧୫ ବର୍ଷର ସରକାରୀ ସେବା ମଧ୍ୟରୁ ପ୍ରାୟ ସମ୍ପୂର୍ଣ୍ଣ ସମୟ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ କାର୍ଯ୍ୟ କରିଛନ୍ତି।

ଭିଜିଲାନ୍ସ ପଞ୍ଝାରେ ପୁର୍ବତନ କୋରାପୁଟ ଆଇଟିଡିଏ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମାର କିସପଟ୍ଟା। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଜାଲରେ ପୁର୍ବତନ କୋରାପୁଟ ଆଇଟିଡିଏ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମାର କିସପଟ୍ଟା। ମାସିକ ୯,୩୦୦ ଟଙ୍କା ଦରମାରେ ସରକାରୀ ଚାକିରି ଆରମ୍ଭ କରିଥିଲେ ସଞ୍ଜୟ କୁମାର କିସପଟ୍ଟା ଆୟ ବର୍ହିଭୂତ ସମ୍ପତ୍ତି ଠୁଳ (ଡିଏ) ମାମଲାରେ ଭିଜିଲାନ୍ସ ତଦନ୍ତର ସମ୍ମୁଖୀନ ହୋଇଥିବା ଓଡ଼ିଶା କନଷ୍ଟ୍ରକ୍ସନ କର୍ପୋରେସନ (OCC) ଲିମିଟେଡ୍‌ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମାର କିସପଟ୍ଟା ସରକାରୀ ଚାକିରି ଜୀବନ ଆରମ୍ଭ କରିଥିଲେ ମାସିକ ୯,୩୦୦ ଟଙ୍କା ସମନ୍ୱିତ (କନସୋଲିଡେଟେଡ୍) ଦରମାରେ। ୧୧ ଅକ୍ଟୋବର ୧୯୮୬ରେ ଜନ୍ମଗ୍ରହଣ କରିଥିବା ସଞ୍ଜୟ କୁମାର କିସପଟ୍ଟା ୨୦୧୧ ମସିହାରେ ଜଳ ସମ୍ପଦ ବିଭାଗରେ ସହକାରୀ ଯନ୍ତ୍ରୀ (Assistant Engineer) ଭାବେ ସରକାରୀ ସେବାରେ ଯୋଗଦେଇଥିଲେ। ତାଙ୍କର ପ୍ରଥମ ନିଯୁକ୍ତି କୋରାପୁଟ ଜିଲ୍ଲାର ନାରାୟଣପାଟଣା ବ୍ଲକରେ ହୋଇଥିଲା। ୨୦୧୬ ମସିହାରେ ଭ୍ୟାଲି ଢଢ଼ଢ଼ ସହନାରାୟଣପାଟଣା ବ୍ଲକରେ କାର୍ଯ୍ୟରତ ରହିଥିଲେ। ପରବର୍ତ୍ତୀ ସମୟରେ ୨୦୧୮ରୁ ୨୦୨୧ ପର୍ଯ୍ୟନ୍ତ କୋରାପୁଟ ଜିଲ୍ଲାର ପଟାଙ୍ଗି ବ୍ଲକରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (Assistant Executive Engineer) ଭାବେ ଦାୟିତ୍ୱ ପାଳନ କରିଥିଲେ। ଏହାପରେ ୨୦୨୧ରୁ ଫେବୃଆରୀ ୨୦୨୫ ପର୍ଯ୍ୟନ୍ତ ସେ ସମନ୍ୱିତ ଆଦିବାସୀ ବିକାଶ ସଂସ୍ଥା (ITDA), କୋରାପୁଟରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।୬ ମାର୍ଚ୍ଚ ୨୦୨୬ରେ ସେ ପଦୋନ୍ନତି ପାଇ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (Executive Engineer) ଭାବେ ଓଡ଼ିଶା କନଷ୍ଟ୍ରକ୍ସନ କର୍ପୋରେସନ (OCC) ଲିମିଟେଡ୍‌, ଭୁବନେଶ୍ୱରରେ ନିଯୁକ୍ତି ପାଇଥିଲେ। ପରେ ତାଙ୍କୁ ଓସିସି ଲିମିଟେଡ୍‌, ବଲାଙ୍ଗୀରକୁ ଡେପୁଟେସନରେ ପଠାଯାଇଥିଲା। ବର୍ତ୍ତମାନ ସେ ସେଠାରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ସଞ୍ଜୟ କୁମାର କିସପଟ୍ଟା ତାଙ୍କ ପ୍ରାୟ ୧୫ ବର୍ଷର ସରକାରୀ ସେବା ମଧ୍ୟରୁ ପ୍ରାୟ ସମ୍ପୂର୍ଣ୍ଣ ସମୟ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ କାର୍ଯ୍ୟ କରିଛନ୍ତି।

Jeypore, Koraput | Jul 13, 2026

ଜୟପୁର: ନାବାଳିକା କୁ ବିବାହର ପ୍ରଲୋଭନ ଦେଖାଇ ବଳାତ୍କାର ମାମଲା ଅତିରିକ୍ତ ଜିଲ୍ଲା ଓ ଦୌରା ଜର୍ଜ ତଥା ପୋକସ କୋର୍ଟ ରେ ଶୁଣାଣି - Jeypore News