Public App Logo
Jansamasya
News
Bjp
National
Police
Bihar
India
कांग्रेस
बीजेपी
Gujarat
भाजपा
Accident
Congress
Modi
Delhi
Viral
मारपीट
Jharkhand
Breakingnews
Narendramodi
Nitishkumar
Madhya_pradesh
Nsui
उत्तरप्रदेश
Pmmodi
Rahulgandhi
Uttarpradesh
Haryana
Cricket
Lucknow

ବାରିପଦା ମ୍ୟୁନିସିପାଲଟି: ନିମ୍ନ ମାନର ରାସ୍ତା ନିର୍ମାଣ ପ୍ରସଙ୍ଗରେ ଡିସେମ୍ବର୧ ତାରିଖରେ PWD କାର୍ଯ୍ୟାଳୟ ଘେରାଉ କରିବ ମାସାଆର୍ମୀ; ପ୍ରତିକ୍ରିୟା ଦେଲେ ରାଜ୍ୟ ସଭାପତି

Baripada M, Mayurbhanj | Nov 30, 2025
ବାରିପଦା ସହରର ବିଭିନ୍ନ ସ୍ଥାନରେ ନିମ୍ନ ମାନର ରାସ୍ତା ନିର୍ମାଣ ପ୍ରସଙ୍ଗ; 20 ଦିନରେ ପିଚୁ ଉଠିବା ଘଟଣା। ଅଭିଯୋଗ ପରେ ମଧ୍ୟ ହେଲା ନାହିଁ ପୁନଃ ମରାମତି କି ନିଆ ଗଲା ନାହିଁ କୌଣସି କାର୍ଯ୍ୟାନୁଷ୍ଠାନ। ଏହାର ପ୍ରତିବାଦରେ ତଥା ବାରିପଦା ପୂର୍ତ୍ତ ବିଭାଗରେ ହେଉଥିବା ବିଭିନ୍ନ ଦୁର୍ନୀତି ବିରୋଧରେ ଡିସେମ୍ବର ୧ ତାରିଖ ସୋମବାର ଦିନ (PWD) ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ଘେରାଉ କରିବ ମାସାଆର୍ମୀ। ଏନେଇ ରବିବାର ଅପରାହ୍ନ ପ୍ରାୟ ୩ ଟାରେ ପ୍ରତିକ୍ରିୟା ଦେଇଛନ୍ତି ରାଜ୍ୟ ସଭାପତି ସୁକଲାଲ ମାରାଣ୍ଡି।