ଛତ୍ରପୁର: ବନ୍ୟା ବିପନ୍ନଙ୍କ ପାଇଁ ଛତ୍ରପୁର ପ୍ରେସ୍ କ୍ଲବର 51 ହଜାର ଟଙ୍କା ସହାୟତା
ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ ବନ୍ୟାରେ ପ୍ରଭାବିତଙ୍କ ସହାୟତା ପାଇଁ ଛତ୍ରପୁର ପ୍ରେସ୍ କ୍ଲବ ପକ୍ଷରୁ ଗଞ୍ଜାମ ଜିଲ୍ଲା ରିଲିଫ୍ ପାଣ୍ଠିକୁ 51 ହଜାର ଟଙ୍କା ପ୍ରଦାନ କରାଯାଇଛି। କ୍ଲବର କର୍ମକର୍ତ୍ତାମାନେ ଜିଲ୍ଲାପାଳଙ୍କୁ ଭେଟି ଏହି ସହାୟତା ରାଶି ପ୍ରଦାନ କରିଛନ୍ତି।