ମୋହନା: ଲିଲିଗଡ଼ ଗ୍ରାମ ପଞ୍ଚାୟତ ମରିଚମା ଗାଁ ରେ ମୋହନା ବିଜେପି ପକ୍ଷରୁ ସେଵା କାର୍ଯ୍ୟ ସହିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।
ଲିଲିଗଡ଼ ଗ୍ରାମ ପଞ୍ଚାୟତ ମରିଚମା ଗାଁ ରେ ମୋହନା ବିଜେପି ପକ୍ଷରୁ ସେଵା କାର୍ଯ୍ୟ ସହିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଆଜି ଦିନ ୧୨ ଘଣ୍ଟ ସମୟରେ ମୋହନା ମଣ୍ଡଳ ରେ ଥିବା ମରୀଚିମା ଗାଁ ରେ ସ୍ଵଛତା ଅଭିଯାନ ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ମୋହନା ବିଜେପି ମଣ୍ଡଳ ସଭାପତି ନୀଳାଞ୍ଚଳ ସାହୁ ଙ୍କ ନେତୃତ୍ୱ ରେ ଗାଁ ର ଅଙ୍ଗନୱାଡି କର୍ମୀ, ଆଶା ଦିଦି ଙ୍କ ସହ ଗାଁ ର ମହିଳା ମାନେ ଏକତ୍ରିତ ହୋଇ ସେବା କାର୍ଯ