Public App Logo
Jansamasya
News
Bjp
National
Police
Bihar
बिहार
कांग्रेस
भाजपा
Congress
Modi
Delhi
Viral
Jharkhand
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Uttarakhand
Sambalpur
Crimenews
Karnataka
Aap
Kota

କୋରାପୁଟରେ ସରପଞ୍ଚ ମହାସଂଘର ବିକ୍ଷୋଭ ⚫ ଚାମେଲୀ ଓଝାଙ୍କୁ ତୁରନ୍ତ ନ୍ୟାୟ ଦିଅ! ⚫ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କର! ⚫ କୋରାପୁଟ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲେ ସରପଞ୍ଚ ମହାସଂଘ "ସରକାର ଆଖି ଥାଉଥାଉ ଅନ୍ଧ ସାଜିଛି" 📢 "ନ୍ୟାୟ ନ ମିଳିଲେ ଆନ୍ଦୋଳନ ଆହୁରି ତୀବ୍ର ହେବ" ଚାମେଲୀ ଓଝାଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରିବା ସହ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ କୋରାପୁଟ ଜିଲ୍ଲାର ସମସ୍ତ ସରପଞ୍ଚ ଓ ଜନପ୍ରତିନିଧି ଏକଜୁଟ ହୋଇ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିଛନ୍ତି। #JusticeForChameliOjha #Koraput #SarpanchMahasangha #BreakingNews #KoraputLive

Koraput Town, Koraput | Jun 20, 2026

MORE NEWS

କୋରାପୁଟ ବିଏସଏଫ ମୁଖ୍ୟାଳୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ 

ଶରୀର, ମନ ଓ ଆତ୍ମାର ସମନ୍ୱୟର ବାର୍ତ୍ତା ନେଇ କୋରାପୁଟ ବିଏସଏଫ ମୁଖ୍ୟାଳୟରେ ଉତ୍ସାହ ଓ ଉଦ୍ଦୀପନାର ସହ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଏସଏଫ ଅଧିକାରୀ ଓ ଜବାନମାନେ ସାମୂହିକ ଭାବେ ବିଭିନ୍ନ ଯୋଗାସନ ଏବଂ ପ୍ରାଣାୟାମ ଅଭ୍ୟାସ କରି ସୁସ୍ଥ ଜୀବନଶୈଳୀର ବାର୍ତ୍ତା ଦେଇଥିଲେ।

ଯୋଗ କେବଳ ଏକ ବ୍ୟାୟାମ ନୁହେଁ, ବରଂ ଏହା ଶାରୀରିକ ସୁସ୍ଥତା, ମାନସିକ ଶାନ୍ତି ଓ ଆତ୍ମବିଶ୍ୱାସ ବୃଦ୍ଧିର ଏକ ପ୍ରଭାବଶାଳୀ ମାଧ୍ୟମ ବୋଲି ଅଭିଭାଷକମାନେ ମତ ପ୍ରକାଶ କରିଥିଲେ। ଦେଶର ସୁରକ୍ଷା ସହିତ ନିଜ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ସଚେତନ ରହିବାକୁ ସମସ୍ତଙ୍କୁ ଆହ୍ୱାନ କରାଯାଇଥିଲା।

#InternationalYogaDay #YogaDay2026 #BSF #Koraput #YogaForHealth #InternationalDayOfYoga #KoraputNews #OdishaNews #HealthyLifestyle #YogaForHarmonyAndPeace 🧘🇮🇳

କୋରାପୁଟ ବିଏସଏଫ ମୁଖ୍ୟାଳୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ଶରୀର, ମନ ଓ ଆତ୍ମାର ସମନ୍ୱୟର ବାର୍ତ୍ତା ନେଇ କୋରାପୁଟ ବିଏସଏଫ ମୁଖ୍ୟାଳୟରେ ଉତ୍ସାହ ଓ ଉଦ୍ଦୀପନାର ସହ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଏସଏଫ ଅଧିକାରୀ ଓ ଜବାନମାନେ ସାମୂହିକ ଭାବେ ବିଭିନ୍ନ ଯୋଗାସନ ଏବଂ ପ୍ରାଣାୟାମ ଅଭ୍ୟାସ କରି ସୁସ୍ଥ ଜୀବନଶୈଳୀର ବାର୍ତ୍ତା ଦେଇଥିଲେ। ଯୋଗ କେବଳ ଏକ ବ୍ୟାୟାମ ନୁହେଁ, ବରଂ ଏହା ଶାରୀରିକ ସୁସ୍ଥତା, ମାନସିକ ଶାନ୍ତି ଓ ଆତ୍ମବିଶ୍ୱାସ ବୃଦ୍ଧିର ଏକ ପ୍ରଭାବଶାଳୀ ମାଧ୍ୟମ ବୋଲି ଅଭିଭାଷକମାନେ ମତ ପ୍ରକାଶ କରିଥିଲେ। ଦେଶର ସୁରକ୍ଷା ସହିତ ନିଜ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ସଚେତନ ରହିବାକୁ ସମସ୍ତଙ୍କୁ ଆହ୍ୱାନ କରାଯାଇଥିଲା। #InternationalYogaDay #YogaDay2026 #BSF #Koraput #YogaForHealth #InternationalDayOfYoga #KoraputNews #OdishaNews #HealthyLifestyle #YogaForHarmonyAndPeace 🧘🇮🇳

Koraput Town, Koraput | Jun 21, 2026

ଓଡ଼ିଶା ହସିବ ଦୁଇ ବର୍ଷର ବିକାଶ ଦେଖି !

ରାଜ୍ୟ ସରକାରଙ୍କ ଦୁଇ ବର୍ଷର କାର୍ଯ୍ୟକାଳକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଜଣେ ସରପଞ୍ଚ। ବିକାଶ, ଜନକଲ୍ୟାଣ ଯୋଜନା ଓ ଗ୍ରାମାଞ୍ଚଳର ପରିବର୍ତ୍ତନକୁ ନେଇ ସେ ମତ ରଖିବା ସହ ସରକାରଙ୍କ କାର୍ଯ୍ୟଧାରା ଉପରେ ପ୍ରଶ୍ନ ଉଠାଇଛନ୍ତି।

"ଓଡ଼ିଶା ହସିବ ଦୁଇ ବର୍ଷର ବିକାଶ ଦେଖି" ବୋଲି କହି ସରକାରଙ୍କୁ ଘେରିଥିବା ଏହି ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

👉 ଆପଣଙ୍କ ମତ କଣ? ଗତ ଦୁଇ ବର୍ଷରେ ଓଡ଼ିଶାରେ ବିକାଶ ହୋଇଛି କି?

#Odisha #Development #OdishaPolitics #SarpanchReaction #PoliticalNews #Koraput #OdiaNews #BreakingNews #FacebookPost #OdishaDevelopment

ଓଡ଼ିଶା ହସିବ ଦୁଇ ବର୍ଷର ବିକାଶ ଦେଖି ! ରାଜ୍ୟ ସରକାରଙ୍କ ଦୁଇ ବର୍ଷର କାର୍ଯ୍ୟକାଳକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଜଣେ ସରପଞ୍ଚ। ବିକାଶ, ଜନକଲ୍ୟାଣ ଯୋଜନା ଓ ଗ୍ରାମାଞ୍ଚଳର ପରିବର୍ତ୍ତନକୁ ନେଇ ସେ ମତ ରଖିବା ସହ ସରକାରଙ୍କ କାର୍ଯ୍ୟଧାରା ଉପରେ ପ୍ରଶ୍ନ ଉଠାଇଛନ୍ତି। "ଓଡ଼ିଶା ହସିବ ଦୁଇ ବର୍ଷର ବିକାଶ ଦେଖି" ବୋଲି କହି ସରକାରଙ୍କୁ ଘେରିଥିବା ଏହି ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। 👉 ଆପଣଙ୍କ ମତ କଣ? ଗତ ଦୁଇ ବର୍ଷରେ ଓଡ଼ିଶାରେ ବିକାଶ ହୋଇଛି କି? #Odisha #Development #OdishaPolitics #SarpanchReaction #PoliticalNews #Koraput #OdiaNews #BreakingNews #FacebookPost #OdishaDevelopment

Koraput Town, Koraput | Jun 21, 2026