Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

କବିସୂର୍ଯ୍ୟନଗର: ମଠ ସରସିଂ ସୋସାଇଟିରେ ଧାନମଣ୍ଡି ଉଦଘାଟିତ

ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମଠ ସରସିଂ ସେବା ସମବାୟ ସମିତିରେ ଚଳିତ ବର୍ଷର ଧାନମଣ୍ଡି ଉଦଘାଟିତ ହୋଇଯାଇଛି । କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ପ୍ରତାପ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ମିଲର ମାନଙ୍କ ସହିତ ସିଧା ସଳଖ ଯୋଗାଯୋଗ ନକରି ସମବାୟ ସମ୍ପାଦକ, ବ୍ଲକ ଯୋଗାଣ ଅଧିକାରୀ, ବିଡ଼ିଓ, ତହସିଲଦାର କିମ୍ୱା ବିଧାୟକଙ୍କ ସହିତ ସିଧାସଳଖ ଯୋଗାଯୋଗ କରିବା ସହ ଟୋକନ ସମସ୍ୟା ରହିବ ନାହିଁ ବୋଲି କହିଥିଲେ ବିଧାୟକ । ଚାଷୀଙ୍କ ମୌଳିକ ସମସ୍ୟା ଦୂର କରିବାକୁ ହେଲେ ଚାଷୀ ସଚେତନ ସହ ଚାଷୀ ଏକତା ନିହାତି ଆବଶ୍ୟକ ବୋଲି କହିଥିଲେ ବିଧାୟକ ।
କବିସୂର୍ଯ୍ୟନଗର: ମଠ ସରସିଂ ସୋସାଇଟିରେ ଧାନମଣ୍ଡି ଉଦଘାଟିତ - Kabisuryanagar News