ତଲସରା: ଜାଙ୍ଗଲି ଗ୍ରାମ ରେ ବୋଇତ ବନ୍ଦାଣ ଉତ୍ସବ ପାଳିତ
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବ୍ଳକ ଅନ୍ତର୍ଗତ ତୁଡାଲଗା ଗ୍ରାମ ପଞ୍ଚାୟତର ଜାଙ୍ଗଲି ଗ୍ରାମ ରେ ଆଜି ସକାଳେ ପାରମ୍ପରିକ ରୀତିନୀତିରେ ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଭକ୍ତ ମାନେ ଅଂଶଗ୍ରହଣ କରିଥିଲେ।