Public App Logo
Jansamasya
News
Maharashtra
Bjp
National
Police
Bihar
���ीजेपी
Uttar_pradesh
Congress
Modi
Delhi
Viral
Jharkhand
Breakingnews
Narendramodi
Madhya_pradesh
Ipl
Rahulgandhi
Haryana
Cricket
Crimenews
Karnataka
Aap
Bareilly
���प
Agra
Etawah
Politics
Abvp

ନୟାଗଡ ସଦର: ସାର ର ଅଭାବି ବିକ୍ରି,ଓ ଚାଷୀ ମାନଂକୁ ସାର ଯୋଗାଇବା ନିମନ୍ତେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜିଲ୍ଲା ପାଳଙ୍କୁ ଦାବି ପତ୍ର ପ୍ରଦାନ

ସୂଚନା ଅନୁଯାୟୀ ଆଜି 11ଘଟିକା ସମୟ ରେ ନବ ନିର୍ମାଣ କୃଷକ ସଂଗଠନ ନୟାଗଡ଼ ପକ୍ଷରୁ ସାର ର ଅଭାବି ବିକ୍ରି ନେଇ ତଥା ଚାଷୀ ଙ୍କୁ ସାର ଯୋଗାଇବା ନିମନ୍ତେ ଜିଲାପାଳଙ୍କ କାର୍ଯ୍ୟାଳୟ ରେ ଜିଲ୍ଲା ପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି, ସାର ର ଅଭାବି ବିକ୍ରି ଚାଲିଥିବା ବେଳେ ଚାଷୀ ସାର ପାଇପାରୁନାହାନ୍ତି,ବଜାର ତଥାବାହାରେ ସାର କଳା ବଜାରୀ ରୂପେ ବିକ୍ରି ହେଉଛି,ନୟାଗଡ଼ ଜିଲ୍ଲା ରେ 154ଟି ସେବା ସମବାୟ ସମିତି ମଧ୍ୟରୁ 96ଟିକୁ ବର୍ତ୍ତମାନ ସୁଦ୍ଧା 1700ମେଟ୍ରିକଟନ ସାର ଚାଷୀ ଙ୍କୁ ବିକ୍ରି କରାଯାଇଥିବା କୁହାଯାଇଥିବା ବେଳେ ଘରୋଇ ବିତରକମାନେ 4600ମେଟ୍ରିକ ଟନ ସାର ଉଠାଇ ସାରିଲେଣି,

MORE NEWS

ନୟାଗଡ ସଦର: ସାର ର ଅଭାବି ବିକ୍ରି,ଓ ଚାଷୀ ମାନଂକୁ ସାର ଯୋଗାଇବା ନିମନ୍ତେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜିଲ୍ଲା ପାଳଙ୍କୁ ଦାବି ପତ୍ର ପ୍ରଦାନ - Nayagarh Sadar News