ବାଲେଶ୍ବର ସଦର: ବାଲେଶ୍ୱର: ଗୋପୀନାଥପୁର ବନ୍ୟା ପୀଡ଼ିତଙ୍କୁ ରିଲିଫ୍ ବଣ୍ଟନ କଲା କୃଷକ ମୋର୍ଚ୍ଚା
ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀର ଗୋପୀନାଥପୁର ପଞ୍ଚାୟତ ଲୁଣା ଗାଁରେ ବନ୍ୟା ପୀଡ଼ିତଙ୍କୁ ରିଲିଫ୍ ବଣ୍ଟନ କରିଛି ବାଲେଶ୍ୱର କୃଷକ ମୋର୍ଚ୍ଚା। ଏହି କାର୍ଯ୍ୟକ୍ରମରେ ମୋର୍ଚ୍ଚାର ଜିଲ୍ଲା ସଭାପତି ତାପସ କୁମାର ମହାନ୍ତି, ଉପସଭାପତି ପିତାମ୍ବର ଭୂୟାଁ ଓ କୋଷାଧ୍ୟକ୍ଷ ପ୍ରଫୁଲ୍ଲ ଦଳେଇ ଉପସ୍ଥିତ ଥିଲେ।