କେନ୍ଦ୍ରାପଡା: ଭାରତ ସ୍କାଉଟ୍ସ ଆଣ୍ଡ ଗାଇଡ୍ସ ଫାଉଣ୍ଡେସନ ଡେ: ଅତନୁ ସବ୍ୟସାଚୀ ନାୟକଙ୍କୁ ଅଭିନନ୍ଦନ
ଭାରତ ସ୍କାଉଟ୍ସ ଆଣ୍ଡ ଗାଇଡ୍ସର ଫାଉଣ୍ଡେସନ ଡେ ଅବସରରେ ସଂଗଠନର ସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ବିଭାଗୀୟ ଅଧିକାରୀ। ତାଙ୍କୁ ପ୍ରତୀକ ଲଗାଇ ଅଭିନନ୍ଦନ ଜଣାଇଲେ ଅଧିକାରୀବୃନ୍ଦ।