Public App Logo
Jansamasya
News
पुलिस
Bjp
National
Bihar
बिहार
बीजेपी
विधायक
Congress
Modi
Delhi
Viral
Crime
Odisha
Rajasthan
अमित_शाह
दिल्ली
Breakingnews
Madhya_pradesh
Pmmodi
Ipl
Rahulgandhi
Haryana
Cricket
तेजस्वी_यादव
शादी
Crimenews
Kolkata
Aap

ରାୟଗଡା: ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ “ସ୍ୱଚ୍ଛତା ହି ସେବା ପର୍ବ” ଓ “ସୁସ୍ଥ ନାରୀ ସୁସ୍ଥ ପରିବାର” ଅଭିଯାନ ଅନୁଷ୍ଟିତ

Rayagada, Rayagada | Sep 25, 2025
ଉଚ୍ଚ ଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ପ୍ରୟାସରେ “ସ୍ୱଚ୍ଛତା ହି ସେବା ପର୍ବ” ପାଳନ ଅବସରରେ ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ପ୍ରଥମଥର ପାଇଁ “ସୁସ୍ଥ ନାରୀ ସୁସ୍ଥ ପରିବାର” ଅଭିଯାନ ଅନ୍ତର୍ଗତ ଏକ ବିଶାଳ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟଜିତ ହୋଇଯାଇଅଛି। ଏନ୍.ସି.ସି ବାଳିକା ୟୁନିଟ୍, ଯୁବ ରେଡକ୍ରସ୍ ବାଳିକା ୟୁନିଟ୍ ଓ ଏନ୍.ଏସ୍.ଏସ୍ ବାଳିକା ୟୁନିଟ୍ଙ୍କ ସଂଯୁକ୍ତ ପ୍ରୟାସରେ ହୋଇଥିବା ଏହି ଐତିହାସିକ ଶିବିରରେ ଏକ ହଜାରରୁ ଉର୍ଦ୍ଧ୍ବ କନ୍ୟାଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଚିକିତ୍ସକ ଦଳ ଦ୍ୱାରା ବିଭିନ୍ନ ପରୀକ୍ଷା କରାଯାଇଥିଲା ।
ରାୟଗଡା: ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ “ସ୍ୱଚ୍ଛତା ହି ସେବା ପର୍ବ” ଓ “ସୁସ୍ଥ ନାରୀ ସୁସ୍ଥ ପରିବାର” ଅଭିଯାନ ଅନୁଷ୍ଟିତ - Rayagada News