Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
Rajasthan
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Crimenews
Cbi
Mathura
Fatehpur
Jodhpur
Amitshah
Uppolice
Punjab

ବରଗଡ: ଡାଙ୍ଗ ଛକ ନିକଟରେ ଦୁର୍ଘଟଣା ଯୋଗୁଁ ଜଣେ ମୃତ ଜଣେ ଗୁରୁତର,ପୋଲିସର ତଦନ୍ତ ଆରମ୍ଭ

ବରଗଡ଼ ଡାଙ୍ଗ ଛକ ପାଖରେ ସ୍କୁଟି ଦୁର୍ଘଟଣା | ସୋମବାର ରାତ୍ରି 8.30 ଘଣ୍ଟା ସମୟରେ ଡାଙ୍ଗ ରାସ୍ତାରେ ଅଜଣା ଗାଡି ଧକ୍କାରେ ଲେହେନିପଦର ଗାଁ ର ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆଘାତ ହୋଇଥିବା ସୂଚନା ମିଳିଛି | ଘଟଣା ସ୍ଥଳରେ ସ୍ଥାନୀୟ ବାସି ଉଦ୍ଧାର କରି ଗୁରୁତରଙ୍କୁ ହସ୍ପିଟାଲ ନେଇଥିଲେ | ସେ ମଧ୍ୟରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣକର ଗୋଡ଼ ଭାଙ୍ଗି ଯାଇଥିବା ସହ ଗୁରୁତର ଥିବା ସୂଚନା ମିଳିଛି | ତେବେ ଘଟଣା ସ୍ଥଳକୁ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।