ସୋର: ବାଲେଶ୍ୱର ମିଶନ ପଡ଼ିଆରେ ଅନୁଷ୍ଠିତ ବିକଶିତ ଭାରତ ସଂକଳ୍ପ ସଭା ଓ ସେବା ଜ୍ୟୋତି ଯାତ୍ରା
Soro, Balasore | Oct 7, 2026 ବାଲେଶ୍ୱର ମିଶନ ପଡ଼ିଆରେ ବିକଶିତ ଭାରତ ସଂକଳ୍ପ ସଭା ଓ ସେବା ଜ୍ୟୋତି ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ। କାର୍ଯ୍ୟକ୍ରମରେ ଯୋଗଦେଲେ ସୋରର ପୂର୍ବତନ ବିଧାୟକ ପର୍ଶୁରାମ ଧଡ଼ା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଚିଶ ବର୍ଷର ଜନସେବା ଉପଲକ୍ଷେ ଏହି ସଭାର ଆୟୋଜନ ହୋଇଥିଲା।