କେନ୍ଦ୍ରାପଡା: ବଢ଼ି ପଞ୍ଚାୟତରେ ଦୁର୍ଘଟଣା: ଘର ଭିତରକୁ ପଶିଲା ଗାଡ଼ି, ପହଞ୍ଚିଲେ ବିଧାୟକ
ବଢ଼ି ପଞ୍ଚାୟତର ପୋଟିଆ ଗ୍ରାମରେ ଏକ ଦୁର୍ଘଟଣାରେ ଗାଡ଼ି ଘର ଭିତରକୁ ପଶିଯାଇଛି। ଏହି ଘଟଣା ପରେ ବରିଷ୍ଠ ବିଜେପି ନେତା ଗନ୍ଧର୍ବ ନାୟକ ଓ ବିଧାୟକ ଡକ୍ଟର ଦୁର୍ଗା ପ୍ରସନ୍ନ ନାୟକ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି।