ଜୟପୁର ଠାରେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପ୍ରସ୍ତୁତ ହେଉଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ,ମହାପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପବିତ୍ର ରଥ ନିର୍ମାଣ କାର୍ଯ୍ୟ ଚାଲିଥିବା ରଥଖଳା ପରିଦର୍ଶନ କଲେ ବିଧାୟକ ତାରା ପ୍ରସାଦ ବାହିନୀପତି ଏବଂ ଜୟପୁର ତସିଲଦାର ତଥା ଦେବତର ଅଧିକାରୀ ସବ୍ୟସାଚ୍ଚି ଜେନା,
ମହାପ୍ରଭୁ ଙ୍କ ରଥ ଗଡ଼େ ମହାରଣାଙ୍କ ହାତରେ, ଆଉ ତାହାଙ୍କୁ ଟାଣେ କୋଟି କୋଟି ଭକ୍ତଙ୍କ ଭକ୍ତିରେ।"